Spread the love

ଭଦ୍ରକରେ ଗୋ ମାଫିଆଙ୍କ ଘରୁ ୭୦ ଲକ୍ଷ ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ମୁଲ୍ଲାସାହିରେ ଗୋ ମାଫିଆଙ୍କ ଘରେ ଚଢ଼ାଉ କରି ୭୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ୍। ଚଢ଼ାଉରେ ସୁନା ଗହଣା ସହ ସପିଂ ମଲ୍‌ ଠାବ କରାଯାଇଛି। ଟଙ୍କା ଗଣିବା ମେସିନ ସହ ଅନ୍ୟ ଯନ୍ତ୍ରପାତି ଜବତ କରାଯାଇଛି। ଅବୈଧ ଗୋ ଚାଲାଣରେ ସମ୍ପୃକ୍ତି ନେଇ ଚଢ଼ାଉ କରାଯାଇଥିବା ସୂଚନା। କେନ୍ଦୁଝର ଓ ଭଦ୍ରକ ପୋଲିସର ମିଳିତ ଚଢ଼ାଉ ହୋଇଛି। ୨ ପ୍ଲାଟୁନ ଫୋର୍ସ ସହ ଚଢ଼ାଉ କରୁଛି ପୋଲିସ୍।

Leave a Reply

Your email address will not be published. Required fields are marked *