Spread the love

ଭିଆରଓ ଠାରେ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ କମିଟି ଗଠନ ଓ ସାଧାରଣ ସଭା ଅନୁଷ୍ଠିତ।
ଜିଲ୍ଲା ସଭାପତି ଶ୍ରୀବତ୍ସ ତାଣ୍ଟିଙ୍କ ସଭାପତି ପତିତ୍ଵରେ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଭିଆରଓ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ କରି ବ୍ଲକ ସ୍ତରୀୟ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଉପଦେଷ୍ଟା ଯୋଗେଶ୍ୱର ସାଗର,କାର୍ଯ୍ୟକାରୀ ସଭାପତି ଆଶିଷ ରଂଜନ ନାଏକ,ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ କୁମାର,ଯୁବ ସଭାପତି ଚନ୍ଦନ ନାଏକ,କର୍ଲାମୁଣ୍ଡା ବ୍ଲକ ସଭାପତି ବରୁଣ ସୁନା,ଭୀମଆର୍ମି ଜିଲ୍ଲା ସଭାପତି ରଜନୀକାନ୍ତ ସର୍ମିଲିଆ,ଭବାନୀପାଟଣା ବ୍ଲକ ସଭାପତି ସଞ୍ଜୟ ସିଂ,ଉପ ସଭାପତି ଓମ୍ ପ୍ରକାଶ ଛତ୍ରିଆ, ପ୍ରମୁଖଙ୍କ ଉପସ୍ଥିତିରେ ଲାଞ୍ଜିଗଡ ବ୍ଲକ ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନର ବ୍ଲକ ସଭାପତି ଜଗଦୀଶ ବେନିଆ ଚୟନ କରାଯାଇଛି।,କାର୍ଯକାରୀ ସଭାପତି ଭାବେ ହରିହର କୁମାର,ଦିଲିପ ବିଭାର, ଉପସଭାପତି ଭାବେ ମହେନ୍ଦ୍ର କରୁଆ, କ୍ଷୀରସାଗର ମହାନନ୍ଦ,ରଘୁନାଥ ପାଣି ସାଧାରଣ ସମ୍ପାଦକ ଭାବେ ପରମା ନନ୍ଦ ନାଏକ, ସମ୍ପାଦକ ଭାବେ ମୁରଲୀ ନାଏକ, ସତ୍ୟନାରାୟଣ ନାଏକ, ଙ୍କୁ ଚୟନ କରିଥିବା ବେଳେ, କର୍ମଚାରୀ ବିଭାଗରେ ବିଭୁତି ଭୁଷଣ ତାଣ୍ଟିଙ୍କୁ ସଭାପତି ଭାବେ ଚୟନ କରାଯାଇଛି, ଚାକିରି ବିଭାଗ ର କାର୍ଯ୍ୟକାରୀ ସଭାପତି ଲବ ଦୁର୍ଗା,କୃଷ୍ଣ ଦୁର୍ଗା,ଯୁବ ସଭାପତି ଭାବେ ସୁବାସ ନାଏକ,ଉପ ସଭାପତି ଭାବେ ଦାଶରଥି ତାଣ୍ଡି, ବିକ୍ରମ ଛତ୍ରିଆ,ସାଲେମ ନାଏକ,ଅକ୍ଷୟ ନାଏକ,ଓ ସାଧାରଣ ସମ୍ପାଦକ ଭାବେ ପିତାମ୍ବର ନାଏକ,ସଂପାଦକ ଅରୁଣ ଛତ୍ରିଆ, ଦୁର୍ବାସା ହରପାଲ ଓ ମିଡ଼ିଆ ସେଲ ମୂଖ୍ୟ ମଳୟ ବେନୁଆ,ଛାତ୍ର ସଭାପତି ଇଶ୍ଵର ରମେଶ ତାଣ୍ଡିଙ୍କୁ ଚୟନ କରାଯାଇଥିବା ବେଲ ଲାଞ୍ଜିଗଡ ବ୍ଲକ ରଘୁନାଥ ପାଣିଙ୍କୁ ଜିଲ୍ଲା ସମ୍ପାଦକ ଭାବେ କରାଯାଇଛି,ମନୋହର ହରପାଲ,ଚନ୍ଦ୍ର ଶେଖର ହରପାଲ, ନବୀନ ସୁନା,ଉଦୟ କୁମାରଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସୁଶିଲ କୁମାର ବାଗ ପରିଚାଳନା କରିଥିଲାବେଳେ,ଗୋପାଳ ଦାସ ମହାନନ୍ଦ, ପଠାଣି ସାମନ୍ତ ସୁନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *