Spread the love

ଭୂବନେଶ୍ବରରେ ବିଷାକ୍ତ ମଦ ପିଇ 2 ଜଣଙ୍କ ମୃତ୍ୟୁ । ଲକ୍ଷ୍ମୀସାଗର ଅଞ୍ଚଳରେ ଅପମିଶ୍ରିତ ମଦ ପିଇ 2 ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

4 ଦିନ ତଳେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଏନେଇ ସମ୍ପୃକ୍ତ ମଦ ଦୋକାନକୁ ସିଲ କରିଛି ଅବକାରୀ ବିଭାଗ । ଏହାସହ ଅବକାରୀ ବିଭାଗ, ମଦର ସାମ୍ପୁଲ ପରୀକ୍ଷା ପାଇଁ ନେଇଛି ।

Leave a Reply

Your email address will not be published. Required fields are marked *