Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 ମହା ଶିବ ରାତ୍ରି ପାଇଁ ମନ୍ଦିର ଭୀଡ

 

 

ଜେ ବି ଏନ, ୧୧/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : ଆଜି କଟକ ଜିଲ୍ଲା ର ସ୍ଥାନୀୟ ବକ୍ସିବଜାର ପି ଦବ୍ଲ୍ଯୁ ଡି ଅଫିସ ପାଖରେ ଥିବା ଆଖଣ୍ଡଳମଣି ମନ୍ଦିର ରେ ମହା ଶିବ ରାତ୍ରି ପାଇଁ ଭକ୍ତ ମାନଙ୍କ ଭୀଡ ଦେଖିବାକୁ ମିଳିଥିଲା ତେବେ କଟକଣା ମଧ୍ୟ ରେ ମନ୍ଦିର ରେ ମହା ଶିବ ରାତ୍ରି ପାଳନ କରାଯାଇଛି ଏବଂ ପୁଲିସ ମଧ୍ୟ ଲୋକ ଙ୍କ ଭୀଡ କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ରାତ୍ରି ରେ ମହା ଦିପ ଉଠିବା ର ବ୍ୟବସ୍ଥା ରହି ଥିବା ଜଣା ପଡିଛି l