Spread the love

ମାଁ ମାଣିକେଶ୍ଵରୀ ଙ୍କ ବିଶ୍ବପ୍ରସିଦ୍ଧ ଛତରଜାତ୍ରା, ଚଳଚଞ୍ଚଳ କଳାହାଣ୍ଡି….

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆଜି ମାଁ ମାଣିକେଶ୍ଵରୀ ଙ୍କ ବିଶ୍ବପ୍ରସିଦ୍ଧ ଛତରଜାତ୍ରା,ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ରେ ଜାଉଛନ୍ତି ମାଁ, କଳାହାଣ୍ଡି ର ବିରବାଦ୍ୟ ଘୁମୁରା , ଶଙ୍ଖ ଘଣ୍ଟ ବାଦ୍ୟନାଦ ରେ ମାଁ ଆଗବନ ଦେଖିବାକୁ ମିଳିଛି, ମାଁ ଙ୍କଜାତ୍ରାରେ ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ମାଁ ଙ୍କଦର୍ଶନ ପାଇଁ କଳାହାଣ୍ଡି କୁ ଛୁଟିଆଶିଥାନ୍ତୀ, କଳାହାଣ୍ଡି ଇଷ୍ଟଦେବି ମାଁ ମାଣିକେଶ୍ଵରୀ ଙ୍କପାଖରେ ମାନଶିକ କଲେ ତାହା ଶବୁପୁରଣହୁଏ ବୋଲି ଆବାହନ କାଳରୁ ଚାଲିଆସିଛି,ତେଣୁଭକ୍ତ ମାନେ ଲକ୍ଷ ଲକ୍ଷ ପଶୁବଳି କୁକୁଡ଼ା ବଲି ଦେଇଥାନ୍ତି,ପାରାଙ୍କୁ ମାଁଙ୍କପାଖରେ ଭକ୍ତମାନେ ଉଡେଇ ଥାନ୍ତି,ଭକ୍ତମାନେ ପାରମ୍ପରିକ ଢଙ୍ଗରେ ସାଜସଜ୍ଜା ହୋଇ ଅଭିନୟ କରିବା ଦେଖିବାକୁ ମିଳିଥାଏ,ଶାନ୍ତି ଶୃଙ୍ଖଳା ଭାବରେ ମାଁ ଙ୍କ ଛତରଜାତ୍ରା ଚାଲିଥିଲା। କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *