Spread the love

ମାଲବାହୀ ଟ୍ରେନ ଧାରଣା ଦୁର୍ଘଟଣା ଗ୍ରସ୍ତ,ବନ୍ଦେଭାରତ ଟ୍ରେନ ଯାତାୟତରେ ବାଧାପ୍ରାପ୍ତ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ତଥା ଯୋଡ଼ା ଥାନା ଅନ୍ତର୍ଗତରେ ଦୁର୍ଘଟଣା ଗ୍ରସ୍ତ ହେଲା ମାଲବାହୀ ଟ୍ରେନ, ବନ୍ଦେଭାରତ ଟ୍ରେନ୍ ର ଯାତାୟତ ରେ ବାଧା। ଗତକାଲି ଦକ୍ଷିଣପୂର୍ବ ରେଳପଥର ଦେଓଝର ଷ୍ଟେସନ ନିକଟସ୍ତ ରେଳ ଧାରଣାରେ ଏକ ମାଲବାହୀ ଟ୍ରେନ ଧାରଣାରୁ ଓଲଟି ପଡ଼ିଛି ।ଫଳରେ ଏହି ଲାଇନ୍ ଦେଇ ଯାଉଥିବା ବନ୍ଦେ ଭାରତ ଟ୍ରେନଟି ଡ଼।ଙ୍ଗୁଆ ପଶି – ଦେଓଝର ଷ୍ଟେସନ ମଧ୍ୟରେ ଅଟକି ରହିଥିଲା । ଘଟଣା ଘଟିବାପରେ ବଂ।ଶପାଣି ଓ ଦେଓଝର, ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ର।କ୍ କ୍ଲିଅ ର୍ କରିବା ପାଇଁ ଉଦ୍ୟମ ଚଳାଇଥିଲେ ।ଡେପୁଟି ଟ୍ରାଫିକ ଇନ୍ସପେକ୍ଟର ଘଟଣାସ୍ଥଳ ରେ ପହଂଚି ଥିବା ବେଳେ ଭାରି ମେସିନ ସାହାଯ୍ୟରେ ଟ୍ର।କ୍ ରୁ ମାଲବାହୀ ଟ୍ରେନ କୁ ଉଠାଇବାକୁ ଚେଷ୍ଟା କରଯାଇଥିଲା ।ଏହି ଟ୍ରେନରେ ଖଣିଜ ବୋଝେଇ ହୋଇଥିଲା । ଓଲଟିବ। କାରଣ ଜଣାପଡି ନ ଥିବା ବେଳେ ଟ୍ରେନ ଅଖ ଓ ଚକ ଟ୍ରାକ ରୁ ବାହାରି ଯାଇଥିଲା । ଯେଉଁଥି ପାଇଁ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *