Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ମା ତାରିଣୀ ଉଠା ଦୋକାନୀ ସତସଙ୍ଗ, ୧୦ ଜନ୍ମ ବାର୍ଷିକ ଉତ୍ସବ ମା ତାରିଣୀ

ଜେ. ବି. ଏନ୍ (୧୫/୦୨ /୨୦୨୧, ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ବସ ଷ୍ଟାଣ୍ଡ ସୋମବାର ମା ତାରିଣୀ ଙ୍କ ୧୦ ଜନ୍ମ ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳନ କରାଯାଇଥିଲା। ପ୍ରାତଃ ସମୟରେ ମଙ୍ଗଳ ଆଳତି, ମହାସ୍ନାନ କରାଯାଇ ନୂତନ ବର୍ଷ ଫୁଲ ହାର ଧୂପ ଦୀପ ନୈବେଦ୍ୟ ଅର୍ପଣ କରାଯାଇଥିଲା ।କଳସ ଯାତ୍ରା ଏବଂ ସୂଯ୍ୟ ପୂଜା ହୋମ ଯଜ୍ଞ ଅର୍ଣ୍ଣ ଭୋଗ କରାଯାଇଥିଲା। ସଂଘ ର ସଭାପତି ମହୋଦୟ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି। ଉପ ସଭାପତି ଶ୍ରୀ ବିଶ୍ଵ ଜିତ ବେହେରା, ଏବଂ v ସମସ୍ତ ବେପାରୀ ପୁଜକ ସୁଶାନ୍ତ କୁମାର ଦାସ ଙ୍କ ତତ୍ବାବଧାନରେ ପୂଜା ଅର୍ଚନା କରାଯାଇଥିଲା। ଶ୍ରୀ ପ୍ରଦୀପ ଦାସ, ଯଶୋବନ୍ତ ଦାସ, ସୁକାନ୍ତ ଦାସ, ପରେଶ ଦେବତା, ପଳହ ବେହେରା, ପ୍ରଶାନ୍ତ ବେହେରା, ଗୋବିନ୍ଦ ବେହେରା, ବିପିନ ସାହୁ, ଟଙ୍କଧର ସାହୁ, ସୋନୁ ବିଶ୍ଵାଳ, ଟଙ୍କଧର ବିଶ୍ଵାଳ, ଙ୍କ ଉପସ୍ଥିତିରେ ପୂଜା ଶାନ୍ତି ର ସହ ପୂଜା ସମାପନ କରାଯାଇଥିଲା।