Spread the love

ମା ହାଡବାଇ ଠାକୁରାଣୀଙ୍କ ୭ମ ବାର୍ଷିକ ଉତ୍ସବ ପାଳିତ

******************** ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ଉପକଣ୍ଠ ମା’ ହାଡବାଇଙ୍କ ୭ମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି. ଏହି ଉପଲକ୍ଷେ ଘୃତ ଯଜ୍ଞ ସହ ଭଜନ ସମାରୋହ ଏବଂ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା. ଶ୍ରୀମତୀ କୁନିଲତା ନାୟକ ଏବଂ ବିଷ୍ଣୁ ନାୟକ ଯଜ୍ଞ କର୍ତାକତ୍ରୀ ହୋଇଥିବା ବେଳେ ଶ୍ରୀମତୀ ପ୍ରଣତି ନାୟକ, ଦଶରଥୀ ନାୟକ, ବାସୁଦେବ ନାୟକ, ପର୍ଶୁରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ଗାୟକ ଅଜିତ ଭୋଇ ଏବଂ ଗାୟକ ମୋହନ ଭୋଇ ସେମାନଙ୍କ ସାଥୀଙ୍କ ସହ ଭଜନ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *