Spread the love

ମିଜୋରାମରେ ନିର୍ମାଣଧୀନ ପୋଲ ଭୁଶୁଡ଼ି ୧୭ ମୃତ

ରାଜଧାନୀ ଆଇଜଲ ନିକଟ ସାଇରଙ୍ଗରେ ଦୁର୍ଘଟଣା।
ପୋଲ ଭୁଶୁଡ଼ି ପଡ଼ିବାରୁ ୧୭ଜଣ ଶ୍ରମିକଙ୍କ ମୃତ୍ୟୁ ସୂଚନା।
ପୋଲ ତଳେ ଚାପି ହୋଇ ଅଛନ୍ତି ଶ୍ରମିକ, ଉଦ୍ଧାରକାର୍ଯ୍ୟ ଜାରି।
ଟ୍ବିଟ୍ କରି ସୂଚନା ଦେଲେ ମିଜୋରାମ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *