Spread the love

ମୁଢିଫାକ୍ଟ୍ରିରେ ଏକ ଅଭାବନିୟ ଘଟଣା ଜଣେ ଶ୍ରମିକ ମୃତ୍ୟୁ

ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ,ବୁରୁକୁନା ଗ୍ରାମ ପଂଚାୟତ ଅଧିନସ୍ଥ ଝୁଲାଖୁଟିଆ ଗ୍ରାମରେ ଥିବା ମୁଢିଫାକ୍ଟ୍ରିରେ ଏକ ଅଭାବ ନିୟ ଘଟଣା ଘଟିଛି,, ଧରଣୀଧର କବି ନାମକ ଜଣେ ବ୍ୟକ୍ତି ମୁଢିଫାକ୍ଟ୍ରିରେ ଭିତରେ ମୃତ୍ୟୁ ବରଣ କରିଛନ୍ତି..ମୁଢିଫାକ୍ଟ୍ରିର ମାଲିକ ପରିବାର ଲୋକଙ୍କୁ ନ ଜଣାଇ ପୋଷ୍ଟ ବଟମ କରି ଦେଇଛନ୍ତି ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି.ମୁଢିଫାକ୍ଟ୍ରିରର ଗେଟ ଆଗରେ ଶବକୁ ରଖି ଧାରଣାରେ ବସିଛନ୍ତି,, ଏହି ଘଟଣାକୁ ନେଇ ମୃତ ପରିବାର ସମଲ ଥାନାରେ ଏକ ହତ୍ୟା ଅଭିଯୋଗ ଆଣିଛନ୍ତି ,,, କ୍ଷେତି ପୂରଣ ଦାବି ପାଇଁ ପରିବାର ଲୋକ ସମଲ ପୋଲିସ ଗାଡିକୁ ଅଟକ ରଖିଛନ୍ତି, ସୂଚନାରୁ ପ୍ରକାଶ ମୃତ ଧରଣୀଧର କବିଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଓ ସ୍ତ୍ରୀ ଥିବା ଜଣାପଡୁଛି l ମୁଢିଫାକ୍ଟ୍ରିର ମାଲିକ ସରକାରୀ ଜାଗାରେ ମୁଢିଫାକ୍ଟ୍ରିର କରିଛନ୍ତି ବୋଲି ଆଗରୁ ଅଭିଯୋଗ ହୋଇଥିଲା,,

Leave a Reply

Your email address will not be published. Required fields are marked *