Spread the love

ରାଜଧାନୀରୁ CBI ଅଧିକାରୀ କହି ୨କୋଟି ଲୁଟ୍‌ ମାମଲା

ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ।
ଅଭିଯୁକ୍ତଙ୍କ ଠାରୁ ୬୬ଲକ୍ଷ ୫୯ହଜାର ଟଙ୍କା ଜବତ।
ମୁଖ୍ୟ ଷଡ଼ଯନ୍ତ୍ରକାରୀ ବାଦଲ ଏବେ ଵି ଫେରାର।
ଗତ ରବିବାର ଗ୍ୟାଙ୍ଗର ୫ ଜଣ ଗିରଫ ହୋଇଥିଲେ।
ଗତ ୨ ତାରିଖରେ ବନ୍ଧୁକ ମୁନ୍‌ରେ ଘରୁ ଲୁଟ୍‌ କରିଥିଲେ।

Leave a Reply

Your email address will not be published. Required fields are marked *