Spread the love

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା ବିଭାଗର ଗତ ୪ବର୍ଷର କାର୍ଯ୍ୟ ସମୀକ୍ଷା କରିଛନ୍ତି। ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ୫-ଟି ଉପକ୍ରମରେ ବିଭାଗର କାର୍ଯ୍ୟ ଗୁଡିକ ମଧ୍ଯରୁ ୩୪ଟି ସେବା ଅନଲାଇନ୍ ମାଧ୍ୟମରେ ଉପଲବ୍ଧ ଅଟେ।

ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ, ୨୦୧୯ ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ବସୁନ୍ଧରା ଯୋଜନାରେ ପ୍ରଦାନ କରାଯାଉଥିବା ପଟ୍ଟାକୁ ଉଭୟ ସ୍ତ୍ରୀ ଏବଂ ସ୍ବାମୀଙ୍କ ନାମରେ ରେକର୍ଡ କରାଯାଉଛି। ଶୂନ୍ଯ ଜୀବନହାନୀ ଲକ୍ଷ୍ଯ ସହ ବିପର୍ଯ୍ୟୟ ପରିଚାଳନା କରାଯାଉଛି ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ।

Leave a Reply

Your email address will not be published. Required fields are marked *