Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ରାଜ ଅଭିଷେକ ରେ ପୂଜା ପାଇଲେ ଶ୍ରୀ ବଲରାମ ଜୀଉ

ଜେ. ବି. ଏନ୍/ବିନୋଦ କୁମାର ( ୨୮ /୦୧ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଶ୍ରୀ ବଳରାମ ଜୀଉ ଙ୍କ ମନ୍ଦିରରେ ପୌଷ ପୂର୍ଣିମା ଉପଲକ୍ଷେ ରାଜ ଅଭିଷେକ ବେଶରେ ଶ୍ରୀ ବଲରାମ ଜୀଉ ଙ୍କ ପୂଜା ଅର୍ଚନା ହୋଇଯାଇଛି। ମଧ୍ୟାହ୍ନ ରେ ଶ୍ରୀ ଜୀଉଙ୍କ ପୂଜା ପାଇଁ ନୂତନ ବସ୍ତ୍ର ପରିଧାନ ସହ ମଂଗଳା ଅର୍ପଣ, ତୁଳସୀ ମାଳ, ସହ ଭୋଗ କ୍ରାନ୍ତି (ଚକା, ପୁଲି, ଖେଚୁଡ଼ି, ମିଠା) ଇତ୍ୟାଦିରେ ପୂଜକ ମଳୟ ପଣ୍ଡା ଙ୍କ ଦ୍ଵାରା ପୂଜାର୍ଚନା ହୋଇଯାଇଛି।