Spread the love

ରାବଣ ପୋଡ଼ି ସହିତ ମା ଦୁର୍ଗତି ନାସିନି ଦୁର୍ଗାଙ୍କ ପାଞ୍ଚ ଦିନାତ୍ମକ ପୂଜାର ସମାପନ ହୋଇଥିଲା ଲାଞ୍ଜିଗଡ ବ୍ଲକ ବିଶ୍ଵନାଥପୁର ଠାରେ। କଳସ ଯାତ୍ରା ଠାରୁ ଆରମ୍ଭ ହୋଇ ପାଞ୍ଚଦିନ ଧରି ଉକ୍ତ ଅଂଚଳରେ ବହୁ ଆଡମ୍ବର ସହକାରେ ମାଙ୍କ ପୂଜା କରାଯାଇଥିବା ବେଳେ ପ୍ରଥମ ତିନିଦିନ dance biswanathapur dance ଏବଂ ଶେଷ ଦିନରେ ସୁଦୂର ନୟାଗଡ଼ ଠାରୁ ଆସିଥିବା ହାଏ କୃଷ୍ଣ ବୋଲି ଯାଉ ଜୀବନ ନାଟକର ପରିବେଷଣ କରଯାଇଥିଲା। ପ୍ରାସାଦ ବଣ୍ଟନରେ ଅମ୍ବାଦଳା କଳିଙ୍ଗ ବୈଷ୍ୟ ସଙ୍ଘ ଓ T M ଗଣେଶ ପୂଜା ଗ୍ରୁପ ବିଜେପୁର ଛକ ବିଶ୍ଵନାଥପୁର ସାହାଯ୍ୟର ହାତ ବଢ଼ାଇ ଥିଲେ। ମୂଖ୍ୟ ପୂଜକ କୈଳାସ ଦାସଙ୍କ ସହିତ କାଳିଆ ଦାସ, ରୁନୁ ପାଢ଼ୀ, ନିରୋଜ୍ ଦାସ, ସନ୍ତୋଷ ଭାଇ ପୂଜା କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଥିଲେ। ସଭାପତି ଜଗଦୀଶ ଵେନିଆଙ୍କ ତତ୍ତ୍ଵାବଧାନରେ ଉପ ସଭାପତି ହରିହର କୁମାର, ସମ୍ପାଦକ ଅନନ୍ତ ରାମ ପ୍ରଧନୀ , ସହ ସମ୍ପାଦକ କିଶୋର ହରପାଲ୍, କୋଷାଧ୍ୟକ୍ଷ ସୁବାଷ ନାୟକ, ସହ କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ, ଉପଦେଷ୍ଟା ମଣ୍ଡଳୀ ତଥା ପ୍ରଦୀପ ଘଡେ଼ଇ, ତରୁଣ କୁମାର ଦାଶ, ଅଚ୍ୟୁତାନନ୍ଦ ଘଡେ଼ଇ, ଅଜିତ ପ୍ରଧାନୀ, କିଶୋର ଘଡେ଼ଇ, ମନୋରଞ୍ଜନ ବିଶି, ବନ ଦଳେଇ, ଘନଶ୍ୟାମ ସୁନା, ବଳରାମ ବେହେରା, ବବ୍ରୁବାହନ ଘଡେ଼ଇଙ୍କ ସମେତ ସମସ୍ତେ ତାଙ୍କ କର୍ତ୍ତବ୍ୟ ବହୁ ସୁନ୍ଦର ଭାବେ ତୁଲାଇ ଥିବା ବେଳେ କର୍ତ୍ତା ପ୍ରଦୀପ ଘଡେ଼ଇଙ୍କ ସହିତ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ଘଡେଇ ପୂଜା କାର୍ଯ୍ୟରେ ସମସ୍ତ ସହଯୋଗ କରୁଥିଲେ। ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ପୋଲିସ ବାହିନୀ ତାଙ୍କ କର୍ତ୍ତବ୍ୟ ତଥା ଶାନ୍ତି ଶୃଙ୍ଖଳା ତୁଲାଇ ଥିଲେ।କଳାହାଣ୍ଡିରୁ ବି ତ୍ରିପତି ପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *