Spread the love

ଶ୍ରୀ ରଘୁନାଥଜୀୟୁଙ୍କର ଝୁଲଣ ପର୍ବ ଆରମ୍ଭ

ଢେଙ୍କାନାଳ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଥିବା ଶ୍ରୀ ରଘୁନାଥଜୀୟୁଙ୍କର ଝୁଲଣ ପର୍ବ ଆରମ୍ଭ ହୋଇଯାଇଛି। ସନ୍ଧ୍ୟା ଆଳତି ପରେ ସଂର୍କୀନ ମଣ୍ଡଳୀ ଘଣ୍ଟ ବାଦ୍ୟ ଦ୍ବାରା ଝୁଲଣ ବେଦୀକୁ ବିଜେ କରାଯାଇଥିଲା। ରାମଲକ୍ଷ୍ମଣ ସିତା ଓ ରାଧାକୃଷ୍ଣ ବିଜେ ପରେ ୧୦୮ ଝାଡ ଆଳତି କରାଯାଏ। ଉଖୁଡା ଓ ମାଲପୁଆ ଏବଂ ଫଳମୂଳ ଭୋଗ, ବୁନ୍ଦିଆ ଲାଗି କରାଯିବ। ୩୧ ତାରିଖ ବା ପୂର୍ଣ୍ଣିମା ଦିନ ଉଦଯାପିତ ହେବ। ମଠର ମହନ୍ତ ବ୍ରହ୍ମାନନ୍ଦ ଦାସ ଜୀ ମହାରାଜା , ପ୍ରଭୁ ପାଦ ଦାସଙ୍କ ତତ୍ବାବଧାନରେ ଏହି ନିତି ପାଳିତ ହେଉଛି

Leave a Reply

Your email address will not be published. Required fields are marked *