Spread the love

ସତ୍ୟଭାମା ଇଭି ପୂଜା ଅଫର୍ ଦଶହରା ଠାରୁ କାଳୀପୂଜା ପଯ୍ୟନ୍ତ ଆକର୍ଷଣ ଅଫର୍

ଢେଙ୍କାନାଳ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଲକ୍ଷ୍ମୀ ବଜାର ଠାରେ ଢେଙ୍କାନାଳର ସତ୍ୟଭାମା ଇଭି ସୋରୁମ ତରଫରୁ ଦଶହରା ରୁ କାଳୀପୂଜା ପଯ୍ୟନ୍ତ ପୂଜା ଅଫର୍ ନେଇ ଆସିଛି। ଜେଲିଓ, ଇଭା, ଗ୍ରେସି, ଗ୍ରେସି ଆଇ,ଲିଜେଣ୍ଡର ପ୍ଲସ୍ ଇତ୍ୟାଦି ମଡେ଼ଲ ଗୁଡ଼ିକରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଅଫ୍ ରହିଛି। ବିଭିନ୍ନ ପ୍ରକାରର ମଡେଲ ଥିବା ବେଳେ ଏହାର ସର୍ବନିମ୍ନ ମୂଲ୍ୟ ୫୨୦୦୦/- ରୁ ସର୍ବାଧିକ ମୂଲ୍ୟ ୧୨୦୦୦୦/- ପଯ୍ୟନ୍ତ ରହିଛି।ଏହା ସହିତ ହେଲମେଟ, ସ୍ମାର୍ଟ ୱାଚ,ବ୍ଲୁଟୁଥ୍ ଭଳି ଅନେକ ଉପହାର ଗ୍ରାହକମାନେ ପାଇପାରିବେ। ଆସନ୍ତୁ ପୂଜା ଅଫର୍ ଦଶହରା, ଲକ୍ଷ୍ମୀ ପୂଜା ଓ କାଳୀପୂଜା ରେ ଗାଡ଼ି କ୍ରୟ କରନ୍ତୁ ନିଶ୍ଚୟ ଉପହାର ପାଆନ୍ତୁ। କହିଛନ୍ତି ସତ୍ୟଭାମା ଇଭି ସୋରୁମ ର ମାଲିକ ରମ୍ୟ ରଞ୍ଜନ ବେହେରା।

Leave a Reply

Your email address will not be published. Required fields are marked *