Spread the love

ତାଳଚେର -26/01/2023
ସନ୍ଥପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ , ସନ୍ଥପଡ଼ା Up School ରେ ମଧ୍ୟ 74 ତମ ସାଧାରତନ୍ତ୍ର ଦିବସ ପାଳିତ l

ଅନୁଗୋଳ ତାଳଚେର ବ୍ଲକ ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ , ସନ୍ଥପଡ଼ା Up School ପକ୍ଷରୁ 74ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ସନ୍ଥପଡ଼ା ଗ୍ରାମ ପଞ୍ଚାୟତ ର ସରପଞ୍ଚ ମହୋଦୟ ଶ୍ରୀଯୁକ୍ତ ସହଦେବ ସାହୁ, ସମିତି ସଭ୍ୟା ମହୋଦୟା ଶ୍ରୀମତୀ ବୈଜୟନ୍ତି ମହାନ୍ତି , ନାଏବ୍ ସରପଞ୍ଚ ମହୋଦୟା ଶ୍ରୀମତୀ ମମତା ସାମଲ, ଗ୍ରାମର ସମସ୍ତ ‌‌ୱାର୍ଡ଼ ମେମ୍ବର, ମହିଳା ସମିତି କର୍ମକର୍ତ୍ତା ,ବହୁ ବୁଦ୍ଧିଯିବି , ଜନସାଧାରଣ ଏବଂ ବହୁ ଛୋଟ ପିଲାମାନେ ଉପସ୍ଥିତ ଥିଲେ l
ସନ୍ଥପଡ଼ା ଗ୍ରାମର ସରପଞ୍ଚ ମହୋଦୟ ଶ୍ରିଯୁକ୍ତ ସହଦେବ ସାହୁ ନିଜେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତୋଳନ କରିଥିଲେ l ଏହା ପରେ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା |

ଅନୁଗୋଳ ତାଳଚେର ରୁ ସୁବାସ ସାମଲ ଙ୍କ ରିପୋର୍ଟ୍। JBN NEWS

Leave a Reply

Your email address will not be published. Required fields are marked *