ଢେଙ୍କାନାଳ : ସଦର ବ୍ଲକ କାଙ୍କଡ଼ ପାଳ ସେବା ସମବାୟ ସମିତି ଲିଃ ପକ୍ଷରୁ ଆଜି ସପ୍ତମ ଧାନ ମଣ୍ଡି ଅନୁଷ୍ଠିତ ହୋଇଯାଇଛି। ସଭାପତି ରମଣୀ ରଞ୍ଜନ ଦାସ, ସମ୍ପାଦକ ରୋଜାଲିନ ଦାସ ଙ୍କ ଉପସ୍ଥିତ ରେ ଏହି ଧାନ ମଣ୍ଡି ଅନୁଷ୍ଠିତ ହୋଇଛି।