Spread the love

ଏଣିକି ସପ୍ତାହକୁ ୩ ଦିନ ଦୁବାଇକୁ ଉଡ଼ିବ ବିମାନ

ମେ ୧୫ରୁ ସପ୍ତାହକୁ ୩ ଦିନ ଦୁବାଇକୁ ଉଡ଼ିବ ବିମାନ।
ସୋମବାର, ବୁଧବାର ଓ ଶୁକ୍ରବାର ଯିବ ବିମାନ।
ଭୁବନେଶ୍ଵରରୁ ସିଧାସଳଖ ଦୁବାଇକୁ ଉଡ଼ିବାର ସୁବିଧା ମିଳିବ ।

Leave a Reply

Your email address will not be published. Required fields are marked *