ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଯାଇଛି 
ଅନୁଗୋଳ – ଅନୁଗୋଳ ଜିଲ୍ଲାର ସାତକୋଶିଆରେ କୁମ୍ଭୀର ଗଣନା। ସାତକୋଶିଆରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ।
୪ ଦିନ ଧରି ଚାଲିବ ଗଣନା କାର୍ଯ୍ୟ, ମୋଟ ୧୨ଟି ଟିମ୍ ନିୟୋଜିତ। ମୋବାଇଲ ଟ୍ରାକିଂ, ଜିପିଏସ୍, ବାଇନାକୁଲାର ସାହାଯ୍ୟରେ ଚାଲିଛି ଗଣନା। ଆସନ୍ତା ୯ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ଓ ମାଛଧରା ଡଙ୍ଗାକୁ ବାରଣ।
