Spread the love

ସିକେରକୁପା ଠାରେ ମଇଁଷି ବୋଝେଇ ଟ୍ରକ କୁ ଅଟକ ରଖିଲା କଳାହାଣ୍ଡି ବଜରଂଙ୍ଗ ଦଳ,ସିକେରକୁପା ପୋଲିସ ଦ୍ବାରା ତଦନ୍ତ ଜାରି ।
ସୁଚନା ଅନୁସାରେ ଏକ ଟ୍ରକରେ ୨୩ଟୀ ମଇଁଷି ବିଶାଖା ପାଟଣା ଯାଉଥିବା ଖବର ପାଇ କଳାହାଣ୍ଡି ବଜରଂଙ୍ଗ ଦଳ ସିକେରକୁପା ପାଖରେ ଟ୍ରକ ଟି କୁ ଅଟକ ରଖି ପୋଲିସ କୁ ଦେଇଥିଲେ।ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ ଓ ସଦଳବଳ ପହଞ୍ଚି ଟ୍ରକ ଟି କୁ ଜବତ କରିଥିଲେ।ମଇଁଷି ବୋଝେଇ ଟ୍ରକ ଟି ରାୟପୁର ଠାରୁ ବିଶାଖାପାଟଣା ଯାଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ କଳାହାଣ୍ଡି ବଜରଂଙ୍ଗ ଦଳ ସିକେରକୁପା ପାଖରେ ଅଟକ ରଖି ସିକେରକୁପା ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରିଥିବା ସୁଚନା। ଟ୍ରକ ଟି କୁ ଅଟକ ରଖି ସିକେରକୁପା ପୋଲିସ ପଚରାଉଚରା କରି ତଦନ୍ତ କରୁଥିବା ଜଣାପଡିଛି।କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *