Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସ୍ୱାଭିମାନ ସେବା ସଙ୍ଘଠନର ନିଆରା ନୂତନ ବର୍ଷ ପାଳନ

ଜେ ବି ଏନ, ୦୩/୦୧/୨୦୨୧, (ରିପୋର୍ଟ, ମଦନ ସାହୁ), ନାଲକୋ : ଅନୁଗୋଳ ଜିଲ୍ଲା ନାଲକୋ ନୂତନ ବର୍ଷରେ ସ୍ୱାଭିମାନ ପରିବାର ତରଫରୁ ଆଜି କେଦାରଗୌରୀ ଦୃଷ୍ଟିହୀନ ତାଲିମ କେନ୍ଦ୍ର ଠାରେ ଚାଉଳ ଓ ବିସ୍କୁଟ କଦଳୀ ଓ କମଳା ବଣ୍ଟନ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ସଂଘଠନ ର ସଂଯୋଜକ ଗୋପବନ୍ଧୁ ନାୟକ ମଦନ ସାହୁ ଚୈତନ୍ୟ ସାହୁ କ୍ରୀଷ୍ଣ। ରାଓ ଭୂଟୁ କୁର ସମେତ ଉପସ୍ଥିତ ଥିଲେ।