Spread the love

ବ୍ରେକିଂ ନିୟୁଜ୍

ହାଇୱା କୁ ପିଟିଲା ବାଇକ ଚାଳକ ଗୁରୁତର

କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ହାଇୱା କୁ ପିଟିଲା ବାଇକ ୨ ଗୁରୁତର।ହାଇୱା ଟି କଟକ ପଟୁ ଆସୁଥିବା ବେଳେ ଷ୍ଟେସନ ନିକଟରେ ହଠାତ୍ ସର୍ଭିସ ରୋଡ ରୁ ମେନ ରୋଡ କୁ ଯିବାପାଇଁ ଡାହାଣ ପଟକୁ କୁ ବୁଲୁ ଥିବା ସମୟରେ ବାଇକ ଟି ହାଇୱା ଟିକୁ ଧକା ଦେଇଥିଲା। ଏହି ଧକାରେ ୨ ଜଣ ବାଇକ ଚାଳକ ରାସ୍ତା ରେ ଛିଟିକି ପଡ଼ିଥିଲେ ଜଣେ ଗୁରୁତର ଥିବା ବେଳେ ଜଣାଣଙ୍କ ଅବସ୍ଥା ସଂକଟା ପୂର୍ଣ୍ଣ ରହିଛି। ଘଟଣା ସ୍ଥଳରେ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ୨ ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲ କୁ ପଠାଯାଇଛି । ଅନ୍ୟ ପକ୍ଷରେ ଟାଙ୍ଗି ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଗାଡିଟି କୁ ଜବତ କରି ଥାନା କୁ ପଠାଇବା ସହ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଗୁରୁତର ଭାବେ ଆହତ ହୋଇଥିବା ୨ ଜଣଙ୍କ ପରିଚୟ ମିଳି ପରି ନାହିଁ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜ୍।

Leave a Reply

Your email address will not be published. Required fields are marked *