୪ କୋଟିର ମାରିଜୁଆନା ଜବତ
ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରୁ ୪ କୋଟି ଟଙ୍କାର ମାରିଜୁଆନା ଜବତ କରାଯାଇଛି। ଯାତ୍ରୀଙ୍କ ବ୍ୟାଗ୍ରୁ ଦାମୀ ନିଶା ମାରିଜୁଆନା ଜବତ କଲା କଷ୍ଟମ୍ ବିଭାଗ। ନୂଆବର୍ଷକୁ ଦୃଷ୍ଟିରେ ରଖି ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ଜଣେ ଅଟକ ଥିବା ସୂଚନା।