Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

୫୫ନଂ ଜାତୀୟ ରାଜପଥ ରେ ଗାଡି ଖରାପ ହୋଇଥିବାରୁ ୧ଘଣ୍ଟା ରାସ୍ତା ଜାମ

 

ଜେ ବି ଏନ, ୨୬/୦୨/୨୦୨୧, ରିପୋର୍ଟ, ମଦନ ସାହୁ), ନାଲକୋ : ଅନୁଗୋଳ ଜିଲ୍ଲା ଅନୁଗୋଳ ଦେଇ ଯାଉଥିବା ନାଲକୋ ୫୫ନଂ ଜାତୀୟ ରାଜପଥରେ ଆଜି ରାତି ୮ଟା fci ଛକ ନିକଟରେ ଟାଟା କମ୍ପାନୀକୁ କର୍ମଚାରୀ ଙ୍କୁ ନେଇ ଯାଉଥିବା ବେଳେ ହଠାତ ଗାଡିଟି ଖରାପ ହୋଇଯାଇଥିଲା ଫଳରେ ରାସ୍ତା୧ଘଣ୍ଟା ଧରି ଜାମ ରହିଥିବା ଦେଖିବାକୁ ମିଳିଥିଲା।ପରେ ନାଲକୋ ଥାନା ଘଟଣା ସ୍ଥଳରେ ପହଞ୍ଚି ବସ ଟିକୁ ଠେଲି ଠେଲି ରାସ୍ତା କଡ଼କୁ ନେଇଥିଲେ।ଯାହା ଫଳରେ ରାସ୍ତା ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହାନ ଅଟକି ରହିଥିଲା।ବସ ଟିକୁ ହଟେଇବା ପାଇଁ ପ୍ରାୟ ୧ ଘଣ୍ଟା ଲାଗିଥିଲା ପରେ ପୂର୍ବପରୀ ଜାତୀୟ ରାଜପଥରେ ଗାଡିମଟର ସ୍ୱାଭାବିକ ଭାବେ ଚାଲିଥିଲା।