Month: February 2023

ଢେଙ୍କାନାଳ ଜିଲ୍ଲା ସଂଯୁକ୍ତ ମୋର୍ଚ୍ଚାର ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲା ସଂଯୁକ୍ତ ମୋର୍ଚ୍ଚାର ପ୍ରସ୍ତୁତି ବୈଠକ ଢେଙ୍କାନାଳ , ୧୭୨ : ଆଦ୍ୟ ଢେଙ୍କାନାଳ ଜିଲ୍ଲା ବିଜେପି ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ମମତା ସାଇଁଙ୍କ ସଭାପତିତ୍ବରେ ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ୍‌ ମୁଖ୍ୟ ଅତିଥୁ ରୂପେ…

ସ୍ଵାମୀ ନିଗମାନନ୍ଦ ସରସ୍ୱତୀ ପରମହଂସ ଦେବ ମହାରାଜଙ୍କ ଭକ୍ତ ସମ୍ମିଳନୀ

ସ୍ଵାମୀ ନିଗମାନନ୍ଦ ସରସ୍ୱତୀ ପରମହଂସ ଦେବ ମହାରାଜଙ୍କ ଭକ୍ତ ସମ୍ମିଳନୀ ଢେଙ୍କାନାଳ , ୧୭।୨ : ଶ୍ରୀଶ୍ରୀ ୧୦୮ ଶ୍ରୀମତ ସ୍ଵାମୀ ନିଗମାନନ୍ଦ ସରସ୍ୱତୀ ପରମହଂସ ଦେବ ମହାରାଜଙ୍କ ପ୍ରଦର୍ଶିତ ସପ୍ତବିଧାନୋକ୍ତ ବିଭାଗୀୟ ଭକ୍ତ ସମ୍ମିଶନୀ ତା ୧୭ , ୧୮…

ଅମ୍ବାଭୋନା ଥାନା ରେ ଆମ ପୋଲିସ କାର୍ଯ୍ୟକ୍ରମ , ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ବ

ଅମ୍ବାଭୋନା ଥାନା ରେ ଆମ ପୋଲିସ କାର୍ଯ୍ୟକ୍ରମ , ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ବ । ଅମ୍ବାଭୋନା ———————————- -17/02/2023–ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅମ୍ବାଭୋନା ଥାନାଧିକାରୀ ବିରାଳ ଚନ୍ଦ୍ର ସାହିସ ଙ୍କ…

ହିନ୍ଦୁ ସଂଗଠନ ଦେବ ସେନା ଦ୍ଵାରା ଢେ଼ଙ୍କାନାଳ ଟାଉନ ଥାନାରେ ଲିଖିତ ଅଭିଯୋଗ

ଗତ ୧୨-୦୨-୨୦୨୩ ତାରିଖରେ ଦିଲ୍ଲୀରେ Jamiat Ulama-I-Hind ଦ୍ଵାରା ହୋଇଥିବା ସଭାରେ Maulana Arshad Madani ହିନ୍ଦୁ ଧର୍ମର ତ୍ରିଦେବ( ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର), ମହାପ୍ରଭୁ ପୁରୁଷୋତ୍ତମ ଶ୍ରୀରାମ, ମହାପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ନୀଚ ସ୍ଥାନ କରି ଦେଇଥିବା ବୟାନ…

ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ୨୬୩ ରନ୍‌ରେ ଅଲଆଉଟ୍‌

ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ୨୬୩ ରନ୍‌ରେ ଅଲଆଉଟ୍‌, ଓପ୍‌ନର ଖାୱଜା ୮୧ ଓ ହ୍ୟାଣ୍ଡ୍‌ସକମ୍ବ ଅପରାଜିତ ୭୨ ରନ କରିଛନ୍ତି, ସାମିଙ୍କୁ ୪, ଅଶ୍ୱିନ ଓ ଜାଜେଡାଙ୍କୁ ୩ଟି ଲେଖାଏଁ ୱିକେଟ୍‌ ମିଳିଛି l Post Views: 17

ପାପାଲି ର ଅପରେସନ ନିମନ୍ତେ ଜ଼ିଲ୍ଲା ପ୍ରଶାସନ କୁ ଗୁହାରି କଲା ଆଶର୍ବାଦ ସେବା ସଂଗଠନ

ଜଗତସିଂହପୁର ତା =17/2/23 ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଅଳସୁଧା ଗ୍ରାମର ଦିପୁ ଗାଆଣ ଙ୍କ ନଅ ବର୍ଷର ଝିଅ ପାପାଲି ଗାଆଣ | ଛଅ ବର୍ଷ ହେବ ଥାଲାସେମିଆ ରୋଗରେ ଆକ୍ରାନ୍ତ ହୋଇଥିବାରୁ ପାପାଲି ପ୍ରତି ପନ୍ଦର ଦିନରେ ଥରେ ରକ୍ତ…

ପ୍ରକାଶିତ ଆଇପିଏଲ୍ ୨୦୨୩ ର କାର୍ଯ୍ୟସୂଚୀ, ଜାଣନ୍ତୁ ପ୍ରଥମ ମ୍ୟାଚ୍ କାହା ମଧ୍ୟରେ ଖେଳାଯିବ

ପ୍ରକାଶିତ ଆଇପିଏଲ୍ ୨୦୨୩ ର କାର୍ଯ୍ୟସୂଚୀ, ଜାଣନ୍ତୁ ପ୍ରଥମ ମ୍ୟାଚ୍ କାହା ମଧ୍ୟରେ ଖେଳାଯିବ । ଇଣ୍ଡିଆନ୍ ପ୍ରିମିୟର ଲିଗର ୧୬ ତମ ସିଜନ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଲିଗର ୧୬ ତମ ସିଜନ୍ ୩୧ ମାର୍ଚ୍ଚରୁ ଆରମ୍ଭ…

କେନ୍ଦ୍ର ସରକାରଙ୍କ ବିରୋଦ୍ଧରେ ବିଜେଡିର ବିକ୍ଷୋଭ

କେନ୍ଦ୍ର ସରକାରଙ୍କ ବିରୋଦ୍ଧରେ ବିଜେଡିର ବିକ୍ଷୋଭ ଢେଙ୍କାନାଳ , ୧୬ । ୦୨ କେନ୍ଦ୍ର ସରକାରେ ଥିବା ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡ ପିଛା ୫କେଜି ଚାଉଳ କଟା ଯିବାକୁ ଓଡିଶାରେ ତୀବ୍ର ବିରୋଧ କରିଛି ବିଜୁ…

ଚୌଦ୍ଵାର ରେ ବିଜୁ ଜନତା ଦଳ ପକ୍ଷ ରୁ ବିକ୍ଷୋଭ ପ୍ରଦର୍ଶନ

ଚୌଦ୍ଵାର ରେ ବିଜୁ ଜନତା ଦଳ ପକ୍ଷ ରୁ ବିକ୍ଷୋଭ ପ୍ରଦର୍ଶନ ମଙ୍ଗୁଳି – ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆହ୍ୱାନ କ୍ରମେ ବିଜୁ ଜନତା ଦଳ ପକ୍ଷ ରୁ ଏକ ପ୍ରତିବାଦ ସଭା ଚୌଦ୍ୱାର ପୌରପାଳିକା ସମୁଖରେ…