Month: March 2023

ପୋଲିସକୁ ହାଣିଲା ଅଭିଯୁକ୍ତ

ନୀଳଗିରି: ୫ ପୁଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଅଭିଯୁକ୍ତ, ନୀଳଗିରି ଥାନା ଜାମ୍ବୁଡ଼ିସାହିରେ ପୁଲିସ ଓ ଗ୍ରାମରକ୍ଷୀଙ୍କୁ ଆକ୍ରମଣ, ଏକ ହତ୍ୟା ଉଦ୍ୟମ ମାମଲାରେ ନୋଟିସ ଦେବାକୁ ଯାଇଥିଲେ, କାହିଁକି ଆସିଛ ପଚାରି କଟୁରୀରେ ଅତର୍କିତ ଆକ୍ରମଣ କଲା ଅଭିଯୁକ୍ତ, ଆହତ…

ଦୀପାଳି ଦାସ ବିଜେଡି ପ୍ରାର୍ଥୀ – ଝାରସୁଗୁଡ଼ା

ଦୀପାଳି ଦାସ ବିଜେଡି ପ୍ରାର୍ଥୀ ଝାରସୁଗୁଡ଼ା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ସ୍ୱର୍ଗତଃ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ। Post Views: 16

କୋରୋନା ସଂକ୍ରମଣ ବଢୁଛି ସୂଚନା

କୋରୋନା ସଂକ୍ରମଣ ବଢୁଛି ସୂଚନା ଆଜି ବି କୋରୋନା ସଂକ୍ରମଣ ୩ ହଜାର ପାର । ଗତ ୨୪ଘଣ୍ଟାରେ ୩,୦୧୬ କୋରୋନା ପଜିଟିଭ ଚିହ୍ନଟ । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଖ୍ୟା ୧୫,୨୦୮ କୁ ବୃଦ୍ଧି ହୋଇଛି ବୋଲି ସୂଚନା ମିଳିଛି…

ଛାତରୁ ପଡ଼ି ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ଛାତରୁ ପଡ଼ି ମେଡିକାଲ ଛାତ୍ରଙ୍କ ମୃତ୍ୟୁ ବାଲେଶ୍ବର: ହଷ୍ଟେଲ ନିକଟ କୋଠାରୁ ପଡ଼ି ମେଡିକାଲ ଛାତ୍ରଙ୍କ ମୃତ୍ୟୁ। ଫକୀର ମୋହନ ମେଡିକାଲ କଲେଜ ୩ୟ ବର୍ଷ ଛାତ୍ରଙ୍କ ମୃତ୍ୟୁ। ମୃତ ମେଡିକାଲ ଛାତ୍ର ବାଲେଶ୍ବରର ହିତେଷ୍ଣୁ ଦାସ ସୂଚନା। କେଉଁ ଅବସ୍ଥାରେ…

ଜରି ପଞ୍ଚାୟତରେ ବର୍ଷା ଓ ପବନରେ ବିଭିନ୍ନ ପ୍ରକାର ଫସଲ ଓ ଘର ଭାଙ୍ଗି ରୁଜି ଯାଇଛି

ଜରି ପଞ୍ଚାୟତରେ ବର୍ଷା ଓ ପବନରେ ବିଭିନ୍ନ ପ୍ରକାର ଫସଲ ଓ ଘର ଭାଙ୍ଗି ରୁଜି ଯାଇଛି ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତରେ ହୋଇଥିବା ପ୍ରବଳ ବର୍ଷା ଓ ପବନରେ ବିଭିନ୍ନ ପ୍ରକାର ଫସଲ…

ନନ୍ଦଘର ଠାରେ ପତ୍ରଖଲି ତିଆରି ତାଲିମ ଅନୁଷ୍ଠିତ

ନନ୍ଦଘର ଠାରେ ପତ୍ରଖଲି ତିଆରି ତାଲିମ ଅନୁଷ୍ଠିତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ଼ ଗ୍ରାମପଞ୍ଚାୟତ ଅଧିନସ୍ତ ବାନିଗାଁ ଓ ହରେକୃଷ୍ଣପୁର ଗ୍ରାମ ପଞ୍ଚାୟତର ଭାଟଗୁଡ଼ା ନନ୍ଦଘର ଠାରେ ପୃଥକ୍ ଭାବେ ୬୦ ଜଣ ମହିଳା ମାନଙ୍କୁ ବେଦାନ୍ତର C,…

ଯୁଆଣିଆ ମଳିକ ସାହିରେ ମହାମନ୍ତ୍ରରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ

ଯୁଆଣିଆ ମଳିକ ସାହିରେ ମହାମନ୍ତ୍ରରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ବିଷୟ _____ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ଅନ୍ତର୍ଗତ ଯୁଆଣିଆ ମଳିକ ସାହିରେ ମହାମନ୍ତ୍ରରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଚାଲୁଅଛି। ଯୁଆଣିଆ ନିତାଇ ଗୈର ପୂଜା କମିଟି ପକ୍ଷରୁ ଏହି ନାମ…

ସାଇସାଗର ଧାମରେ ସାଇବାବାଙ୍କ ପ୍ରଥମ ବାର୍ଷିକୋତ୍ସବ

ସାଇସାଗର ଧାମରେ ସାଇବାବାଙ୍କ ପ୍ରଥମ ବାର୍ଷିକୋତ୍ସବ ଢେଙ୍କାନାଳ, ୩୦/୩: ଢେଙ୍କାନାଳ ସହରସ୍ଥ ଆନନ୍ଦ ବଜାର ହୀରାସାଗର ପୋଖରୀ ଦକ୍ଷିଣ ପାର୍ଶ୍ଵ ଶନିମନ୍ଦିର ପରିସରରେ ଥିବା ସାଇ ସାଗର ଧାମର ପ୍ରଥମ ବାର୍ଷିକୋ ତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଗତକାଲି ସ୍ଥାନୀୟ ଭାଗିରଥୀ…

You missed