ରାମନବମୀ ପୂଜା ପାଇଁ ଜୟ ଶ୍ରୀ ରାମ ନାମରେ ପ୍ରକମ୍ପିତ ଝୁମ୍ପୁରା ମାର୍କେଟ
ରାମନବମୀ ପୂଜା ପାଇଁ ଜୟ ଶ୍ରୀ ରାମ ନାମରେ ପ୍ରକମ୍ପିତ ଝୁମ୍ପୁରା ମାର୍କେଟ ମର୍ଯ୍ୟାଦାପୁରୁଷ ଭଗବାନ ଶ୍ରୀରାମଙ୍କ ଜନ୍ମଦିନ କୁ ରାମ ନବମୀ ରୂପେ ସମଗ୍ର ଦେଶରେ ପାଳନ କରାଯାଉଛି । ପାପର କ୍ଷୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଥିଲେ ପରମପୁରୁଷ ପ୍ରଭୁ…
