Month: April 2023

ତାଲା ଭାଙ୍ଗି ଗ୍ରାମକୁ ପାନୀୟ ଜଳଯୋଗାଣ ପମ୍ପ ଚଳାଇଲେ ମହିଳା

ତାଲା ଭାଙ୍ଗି ଗ୍ରାମକୁ ପାନୀୟ ଜଳଯୋଗାଣ ପମ୍ପ ଚଳାଇଲେ ମହିଳା। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମରେ ତିନି ମାସ ଧରି ପାନୀୟ ଜଳ ପ୍ରକଳ୍ପରେ ତାଲା ଝୁଲୁଥିଲା। ଗଡସନ୍ତ୍ରୀ ପଞ୍ଚାୟତର ନଳଚନ୍ଦ୍ରପୁର,ଭାଗବତପୁର, ପିଢ଼ସାହି ପ୍ରମୁଖ ତିନୋଟି ସାହିକୁ…

ହାତୀ ଆକ୍ରମଣରେ ଦୁଇ ମୃତ

ହାତୀ ଆକ୍ରମଣରେ ଦୁଇ ମୃତ ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ଦିନକୁ ଦିନ ଗଡୁଛି ମୁଣ୍ଡ। ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ୍ ବଡ କାନ୍ତ କୂଳ ଗ୍ରାମର କୁଲ ତୈଳା ଆମ୍ବ ବଗିଚା କୁ ଆମ୍ବ ଗୋଡାଇବା ପାଇଁ ଯାଇଥିବା ବେଳେ…

ହିନ୍ଦୁ ଏକତାମଞ୍ଚ ପକ୍ଷରୁ ବଡ଼ବିଲ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ହିନ୍ଦୁ ଏକତାମଞ୍ଚ ପକ୍ଷରୁ ବଡ଼ବିଲ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ । କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ବଡ଼ବିଲ ତହସିଲଦାର୍ ଶ୍ରୀ…

ପ୍ରଖ୍ୟାତ ଅଭିନେତା ସ୍ବର୍ଗତ ଦୁଃଖିରାମ ସ୍ୱାଇଁ ଙ୍କ ୯୯ ତମ ଜୟନ୍ତୀ ପାଳିତ

( ପ୍ରଖ୍ୟାତ ଅଭିନେତା ସ୍ବର୍ଗତ ଦୁଃଖିରାମ ସ୍ୱାଇଁ ଙ୍କ ୯୯ ତମ ଜୟନ୍ତୀ ପାଳିତ ) ଜଗତସିଂହପୁର ତା =24/4/23 ଓଡିଆ ଚଳଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ସ୍ବର୍ଗତ ଦୁଃଖିରାମ ସ୍ୱାଇଁଙ୍କ ୯୯ ତମ ଜୟନ୍ତୀ ଉଛବ ସଂକଳ୍ପ ଏକାଡେମୀ ଓ…

ହିନ୍ଦୁ ସମାଜ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମୁଖରେ ବିକ୍ଷୋଭ

(ହିନ୍ଦୁ ସମାଜ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମୁଖରେ ବିକ୍ଷୋଭ) ଜଗତସିଂହପୁର ତା =24/4/23 -ସମ୍ବଲପୁର ଠାରେ ପବିତ୍ର ମହା ବିଶୁଭ ସଂକ୍ରାନ୍ତି ଦିନ ହିନ୍ଦୁଭକ୍ତ ମାନଙ୍କୁ ନିର୍ମମ ଭାବେ ଆକ୍ରମଣ ଓ ହତ୍ୟା ପ୍ରତିବାଦରେ ଓଡ଼ିଶାରେ ହିନ୍ଦୁସମାଜ ପକ୍ଷରୁ ପ୍ରତିବାଦ…

ପୁରୀ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥନିର୍ମାଣର ଶୁଭ ଅନୁକୂଳ ପୁରୀ – ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଠାକୁରଙ୍କ ରଥକାଠ ଅନୁକୂଳ ହୋଇଛି। ଟିନି ରଥନିର୍ମାଣର ଶୁଭ ଅନୁକୂଳ ହୋଇଛି ବଡ଼ଦାଣ୍ଡ ଠାରେ। ଅପରାହ୍ନ ୪.୪୦ ମିନିଟ୍‌ରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ…

ଦ୍ବିତୀୟ ପର୍ଯ୍ୟାୟ ‘ସୁଧ ରିହାତି’ ବିତରଣ ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟର ୩୫ ଲକ୍ଷରୁ ଉର୍ଦ୍ଧ୍ବ କୃଷକ ପରିବାର ପାଇଁ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷିଋଣ ସମବାୟ ସମିତିମାନଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ‘ସୁଧ ରିହାତି’ ବିତରଣ କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏହାର…

ଓ୍ଵିପ୍ରୋ ଫାଉଣ୍ଡେସନ-କଟକ ତରଫରୁ ୧୪ ତମ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଓ୍ଵିପ୍ରୋ ଫାଉଣ୍ଡେସନ-କଟକ ତରଫରୁ ୧୪ ତମ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ୨୨/୦୪/୨୦୨୩ କଟକ ଜୁବୁଲି ଟାୱାର ଠାରେ ଓ୍ଵିପ୍ରୋ ଫାଉଣ୍ଡେସନ-କଟକ ଶାଖା ତରଫ ରୁ ୧୪ ତମ ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା ଏହା ଟେକ୍ସଟାଇଲ ମର୍ଚାଣ୍ଟ ଆସୋସିଏସନ…

ଅକ୍ଷୟ ତୃତୀୟା ଉପଲକ୍ଷେ ସଫଳ ଅଣ ଧାନ ଚାଷୀ ଙ୍କୁ ସମ୍ବର୍ଦ୍ଧନା

ଅକ୍ଷୟ ତୃତୀୟା ଉପଲକ୍ଷେ ସଫଳ ଅଣ ଧାନ ଚାଷୀ ଙ୍କୁ ସମ୍ବର୍ଦ୍ଧନା ———————————- ଆୟୋଜିତ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବରେ ଅଖି ମୁଠି ଅନୁକୂଳ କଲେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ମାନିନୀ ଭୋଇ, କ୍ରୁଷି ଉଦ୍ୟୋଗୀ ସମ୍ବିତ୍ ଆଚାର୍ଯ୍ୟ,…

ଶ୍ରୀ ରାମ ଙ୍କ ମନ୍ଦିର ନିର୍ମାଣ ସକାଶେ ରାମ ମନ୍ଦିର ଆଧ୍ୟାତ୍ମିକ କେନ୍ଦ୍ର ଟ୍ରଷ୍ଟ ତରଫରୁ ଭୂମିପୂଜା ଅନୁଷ୍ଠିତ

ଶ୍ରୀ ରାମ ଙ୍କ ମନ୍ଦିର ନିର୍ମାଣ ସକାଶେ ରାମ ମନ୍ଦିର ଆଧ୍ୟାତ୍ମିକ କେନ୍ଦ୍ର ଟ୍ରଷ୍ଟ ତରଫରୁ ଭୂମିପୂଜା ଅନୁଷ୍ଠିତ ପାଟଣା, କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାୟତ ଅଁଳା ଡିହା ଗ୍ରାମ ବୈତରଣୀ ନଦୀ କୂଳରେ ରବିବାର ପବିତ୍ର…