Month: April 2023

ସେବା ଫାଉଣ୍ଡେସନ ର ତୃତୀୟ ବାର୍ଷିକ ଉଛବ ଅନୁଷ୍ଠିତ

(ସେବା ଫାଉଣ୍ଡେସନ ର ତୃତୀୟ ବାର୍ଷିକ ଉଛବ ଅନୁଷ୍ଠିତ) ଜଗତସିଂହପୁର ତା =17/4/23 ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହାଣ ପଂଚାୟତ ର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ସେବା ଫାଉଣ୍ଡେସନ ର ତୃତୀୟ ବାର୍ଷିକ ଉତ୍ସବ ରାହାଣ ହାଟ ପଡିଆଠାରେ ଅନୁଷ୍ଠିତ…

ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କଲେ ନବଗଠିତ ବିଂଝାରପୁର ବ୍ଳକ ସରପଞ୍ଚ ମଞ୍ଚ

ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କଲେ ନବଗଠିତ ବିଂଝାରପୁର ବ୍ଳକ ସରପଞ୍ଚ ମଞ । ବିଷୟ ____ ଆଜି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକର ବିଂଝାରପୁର କଲ୍ୟାଣମଣ୍ଡପ ଠାରେ ଯାଜପୁରର ମହତ ମାଟିର ଏକ ଅନନ୍ୟ…

କଲେଜ ବାଇପାସ ୫୫ନମ୍ବର ଜାତୀୟ ରାଜପଥ ଘଣ୍ଟିକିଆ ରାଜପଥ ଅବରୋଧ ।

ଢେଙ୍କାନାଳ କଲେଜ ବାଇପାସ୍ ଛକ ୫୫ନମ୍ବର ଜାତୀୟ ରାଜପଥ ଅବରୋଧକୁ ଆଜି,ସାଂସଦଙ୍କ ଦ୍ଵାରା ୧ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଛି। ଜାତୀୟ ରାଜପଥର କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି। ଏହାର…

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଜଣେ ଗୁରୁତ୍ତର ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ଖଣି ମଣ୍ଡଳ ଅଧିନସ୍ତ ତଥା ବଡ଼ବିଲ ଥାନା ଅର୍ନ୍ତଗତ ଭଦ୍ରାସାହି ଝାଡଗାଁ ନିକଟରେ ଏକ ମର୍ମଦୁନ୍ତ ଦୁର୍ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ରାତ୍ରୀ ପ୍ରାୟ ୮.୩୦ମିନିଟ୍ ସମୟରେ ୫୨୦ନମ୍ବର ରାଜପଥ ରେ…

ବନାଗ୍ନି ପ୍ରଶମନ ନିମନ୍ତେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ବିଗତ କିଛି ଦିନର ବର୍ଦ୍ଧିତ ବନାଗ୍ନି ପ୍ରଶମନ କରିବା ପାଇଁ ଏକ ଜରୁରୀକାଳୀନ ବୈଠକ @ForestDeptt ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏବେସୁଦ୍ଧା ଘଟିଥିବା ୨୯୭୭୧ ବନାଗ୍ନି ମଧ୍ଯରୁ ୯୮% ପ୍ରଶମନ କରାଯାଇଛି।…

ଅଗ୍ନିଶମ ବିଭାଗ ପକ୍ଷରୁ ତୃତୀୟ ଦିନର ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳନ

ଅଗ୍ନିଶମ ବିଭାଗ ପକ୍ଷରୁ ତୃତୀୟ ଦିନର ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳନ ଅନୁଗୋଳ ଜିଲ୍ଲା ମିଶ୍ରପଡା ସ୍ଥିତ ସୁରେନ୍ଦ୍ର ହସ୍ପିଟାଲ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ତୃତୀୟ ଦିନର ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ…

ମୁମ୍ବାଇ ଇଣ୍ଡିୟାନକୁ ଧମାକା ଦାର ବିଜୟ ଦେଲେ ନୂତନ କ୍ୟାପଟେନ

ମୁମ୍ବାଇ ଇଣ୍ଡିୟାନକୁ ଧମାକା ଦାର ବିଜୟ ଦେଲେ ନୂତନ କ୍ୟାପଟେନ ଇଶାନ ଙ୍କ ଅର୍ଦ୍ଧଶତକ ଓ କ୍ୟାପଟେନ ଙ୍କ ଧମାକା ଦାର ପାଳିରେ ମୁମ୍ବାଇ ଇଣ୍ଡିୟାନ୍ ର ସହଜ ବିଜୟ। ମୁମ୍ବାଇ ଇଣ୍ଡିୟାନ୍ ଟଚ ଜିତି କଲିକତା ନାଇଟ୍ ରାଇଡ଼ର କୁ…

ବିଜୁ ବାବୁ ୨୬ତମ ତିରୋଧାନ ଦିବସ ଅବସରରେ ବିଜୁ ଯୁବ ଜନତା ଦଳର ସ୍ବେଛାକୃତ ରକ୍ତଦାନ ଶିବିର

ବିଜୁ ବାବୁ ୨୬ତମ ତିରୋଧାନ ଦିବସ ଅବସରରେ ବିଜୁ ଯୁବ ଜନତା ଦଳର ସ୍ବେଛାକୃତ ରକ୍ତଦାନ ଶିବିର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ଅବସରରେ ଆଜି ବଅଁରପାଳ ବ୍ଲକ ଅନ୍ତର୍ଗତ ବଡକେରେଜାଙ୍ଗ ପଞ୍ଚାୟତ ଠାରେ ,”…

ନୀଳାଦ୍ରୀ ବିଜେ ଭଜନ ସମାରୋହ କମିଟି ପକ୍ଷରୁ ଟଙ୍କତୋରାଣୀ ବଣ୍ଟନ

ନୀଳାଦ୍ରୀ ବିଜେ ଭଜନ ସମାରୋହ କମିଟି ପକ୍ଷରୁ ଟଙ୍କତୋରାଣୀ ବଣ୍ଟନ ଢେଙ୍କାନାଳ, ୧୬/୪: ଢେଙ୍କାନାଳ ସହରରେ ପ୍ରବଳ ଗ୍ରୀଷ୍ପ ପ୍ରବାହ ଜାରି ରହିଛି। ଏହି ଗ୍ରୀଷ୍ମ ପ୍ରବାହକୁ ଅନୁଭବ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର କରାଯାଇଥିବାବେଳେ ଆଜି ଦେଉଳସାହିର ‘ନୀଳାଦ୍ରି…

ଏମ କେ ସି ଜି ରେ ଜଳା ପୋଡା ଜନିତ ବିଭାଗ ଲାଗି ଦାବି…

ଏମ କେ ସି ଜି ରେ ଜଳା ପୋଡା ଜନିତ ବିଭାଗ ଲାଗି ଦାବି… ବ୍ରହ୍ମପୁର.କିଛି ଦିନ ତଳେ ବ୍ରହ୍ମପୁର ସହରରେ ଜଣେ ମହିଳଙ୍କର ବିଦ୍ରୁତ ଦୁର୍ଘଟଣା ରେ ଜଳି ମୃତ୍ୟୁ ଘଟିବା କଥା ବ୍ରହ୍ମପୁର କୁ ଆଲୋଡିତ କରୁଥିବା ବେଳେ…