Month: April 2023

ଶ୍ରମ ମନ୍ତ୍ରୀଙ୍କ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଦାବୀରେ ବ୍ରହ୍ମପୁର ଠାରେ ବିଜେପିର ବିକ୍ଷବ.

ଶ୍ରମ ମନ୍ତ୍ରୀଙ୍କ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଦାବୀରେ ବ୍ରହ୍ମପୁର ଠାରେ ବିଜେପିର ବିକ୍ଷବ. ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳ ସରକାରରେ ଯୌନ କେଳେଙ୍କାରିରେ ଲିପ୍ତ ଥିବା ଶ୍ରମ ମନ୍ତ୍ରୀ…

ଝାରସୁଗୁଡା ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖ ରେ ବିଜେପି ପ୍ରାର୍ଥୀଙ୍କ ହେବ ନାମାଙ୍କନ ପତ୍ର ଦାଖଲ

ଝାରସୁଗୁଡା ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖ ଦିନ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାର୍ଥୀପତ୍ର ଦାଖଲ କରିବେ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସ୍ଥାନୀୟ ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା,…

ମାଫିଆ ଡନ ତଥା ରାଜନେତା ଆତିକ ଅହମ୍ମଦ ଏବଂ ସାନ ଭାଇ ଆଶ୍ରଫକୁ ଗୁଳି କରି ହତ୍ୟା

ମାଫିଆ ଡନ ତଥା ରାଜନେତା ଆତିକ ଅହମ୍ମଦ ଏବଂ ସାନ ଭାଇ ଆଶ୍ରଫକୁ ଗୁଳି କରି ହତ୍ୟା ପ୍ରୟାଗରାଜରେ ମାଫିଆ ଡନ ତଥା ରାଜନେତା ଆତିକ ଅହମ୍ମଦ ଏବଂ ତାର ଭାଇ ଆଶ୍ରଫକୁ ତିନି ଦୁର୍ବୃତ୍ତ ହତ୍ୟା କରିବା ପରେ ଏହି…

ସିଦ୍ଧିଦିବସ ଉପଲକ୍ଷେ ବୁଢ଼ାପଙ୍କ,ଅନୁଗୁଳ ଦିବ୍ୟ ଦର୍ଶନ ଆଶ୍ରମ ରେ ସତସଙ୍ଗ କାର୍ଯ୍ୟକ୍ରମ

ସିଦ୍ଧିଦିବସ ଉପଲକ୍ଷେ ବୁଢ଼ାପଙ୍କ,ଅନୁଗୁଳ ଦିବ୍ୟ ଦର୍ଶନ ଆଶ୍ରମ ରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଗୋଳ/ ବଅଁରପାଳ ୧୪/୦୩ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଦିବ୍ୟ ଦର୍ଶନ ସଂଘ ଠାରେ ଶୁକ୍ରବାର ମହା ବିଷୁବ (ପଣା) ସଂକ୍ରାନ୍ତି ର ପବିତ୍ର…

ଅପ୍ରେଲ ୧୭ରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ପାଠପଢ଼ା ହେବ ସକାଳ ୬.୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ

ଭୁବନେଶ୍ୱର ( ୧୫ / ୦୪ / ୨୦୨୩) ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତ ଅପ୍ରେଲ ୧୭ରୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖ୍ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ , ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଦ୍ଵାଦଶ…

୫ଟି ସଚିବଙ୍କ ପୁରୀ ଗସ୍ତ

୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ପ୍ରଥମେ ଶ୍ରୀ ପାଣ୍ଡିଆନ ଶ୍ରୀସେତୁ ପ୍ରକଳ୍ପ ଅଗ୍ରଗତି ବୁଲି ଦେଖିଥିଲେ। କାର୍ଯ୍ୟର ଅଗ୍ରଗତିରେ ସେ ସନ୍ତୋଷ ପ୍ରକାଶ କରିଥିଲେ।…

ମହାନଦୀରୁ ଅଜଣା ଯୁବକର ମୃତଦେହ ଉଦ୍ଧାର

ମହାନଦୀରୁ ଅଜଣା ଯୁବକର ମୃତଦେହ ଉଦ୍ଧାର । ଜଗତପୁର ଥାନା ଅନ୍ତର୍ଗତ ମହାନଦୀ ପର୍ଶ୍ଵରୁ ଏକ ଅଜଣା ଯୁବକ ର ମୃତ ଦେହ ଉଦ୍ଧାର କରାଯାଇଛି। ଆଜି ଜଗତପୁର ପେପ୍ସି କମ୍ପାନୀ ପଛ ପାର୍ଶ୍ଵ ବାଲିସାହି ମହାନଦୀ କୂଳରେ ଏକ ମୃତ…

ଟାଙ୍ଗୀ ବ୍ଲକ ସମୁଖ ରେ ଖରାରେ ଏସଓଜି ମହିଳା ମାନେ ଧାରଣାରେ ବସିରହିଲେ

ଟାଙ୍ଗୀ ବ୍ଲକ ସମୁଖ ରେ ଖରାରେ ଏସଓଜି ମହିଳା ମାନେ ଧାରଣାରେ ବସିରହିଲେ କଟକ ଜିଲ୍ଲା ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ର ଭଟିମୁଣ୍ଡା ଗ୍ରାମପଞ୍ଚାୟତ ର ଏସଓଜି ମହିଳା ମାନେ ଡହ ଡହ ଖରାରେ ଟାଙ୍ଗୀ ବ୍ଲକ ସମୁଖ ରେ…

ପୋଷଣ ପାଖତା-୨୦୨୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ

ପୋଷଣ ପାଖତା-୨୦୨୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ ତା ୧୫.୦୪.୨୦୨୩ରିଖ ଦିବା ୧୧.୦୦ ଘଣ୍ଟିକା ସମୟରେ ପୁରୁଣା ଜିଲ୍ଲାପିରଷବ ସଭା ଗୃହରେ ସମ୍ମାନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ(ଭା-ପ୍ର.ସେ)ଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ପୋଷଣ ପ।ଖଡା-୨୦୨ ୩ର…

ହିନ୍ଦୋଳ ରେ ଭାରତରତ୍ନ ଡ଼ଃ ଭୀମରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି

ହିନ୍ଦୋଳ ରେ ଭାରତରତ୍ନ ଡ଼ଃ ଭୀମରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି ଆଦ୍ୟ ତା.14 ଏପ୍ରିଲ 2023ରିଖ ଶୁକ୍ରବାର ଦିନ ଆମ୍ବେଦକର ଡେଭଲମେଣ୍ଟ ଆସୋସିଏସନ ତରଫରୁ ବିଶ୍ଵରତ୍ନ ବାବାସାହେବ ଆମ୍ବେଦକରଙ୍କ 132ତ୍ତମ ଜନ୍ମ ଜୟନ୍ତୀ ହିନ୍ଦୋଳ ସଭାଗୃହରେ ପାଳିତ…