Month: April 2023

ଝାରସୁଗୁଡାରେ ଉପ ନିର୍ବାଚନ ପାଇଁ ବଳ କଷାକଷି

ଝାରସୁଗୁଡା: କିଏ ଜିତେ କିଏ ହାରେ। ଏବେ ଚାଲିଛି ହେଭି ୱେଟ ନେତାଙ୍କ ପ୍ରଚାର । କୋଲାବିରା ସଭାରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ନେତା ଙ୍କ ପ୍ରଚାର ହୋଇଛି। ବିଜେଡ଼ି ପ୍ରାର୍ଥୀନୀ ଦିପାଳି ଦାସଙ୍କୁ…

ମଙ୍ଗଳପୁର ଉପ ନିବନ୍ଧକ କାର୍ଯ୍ୟାଳୟର ନୁତନ ଗୃହର ଶିଳାନ୍ୟାସ

ମଙ୍ଗଳପୁର ଉପ ନିବନ୍ଧକ କାର୍ଯ୍ୟାଳୟର ନୁତନ ଗୃହର ଶିଳାନ୍ୟାସ ବିଷୟ _____ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଠାରେ ଉପ ନିବନ୍ଧକ କାର୍ଯ୍ୟାଳୟର ନୁତନ ଗୃହର ଶିଳାନ୍ୟାସ କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।ଏହି…

BCE ବିନା ମୂଲ୍ୟରେ ସୁସ୍ଥ ଓ ସବଳତା କାର୍ଯ୍ୟକ୍ରମ

BCE ବିନା ମୂଲ୍ୟରେ ସୁସ୍ଥ ଓ ସବଳତା କାର୍ଯ୍ୟକ୍ରମ ସ୍ଥାନ କଟକ ତାରିଖ 10/04/23 କଟକରୁ ପ୍ରଦିପ୍ତ କୁମାର ଘଡେଇ ଙ୍କ ରିପୋର୍ଟ BCE ବିନା ମୂଲ୍ୟରେ ସୁସ୍ଥ ଓ ସବଳତା କାର୍ଯ୍ୟକ୍ରମ କଟକ ର ସତ୍ୟବ୍ରତ ଷ୍ଟାଡିୟମରେ ଏପ୍ରିଲ 5…

ଢେଙ୍କାନାଳ ଲକ୍ଷ୍ମୀବଜାରରେ ମା ଅମ୍ବିକା ଦଣ୍ଡ ପାର୍ଟି କାମାକ୍ଷାନଗର ଗୋଦିରିବିଲି ଦଣ୍ଡୁଆଙ୍କ ରାତ୍ରୀ ଦଣ୍ଡନୃତ୍ୟ ଭକ୍ତଙ୍କ ମନକିଣିନେଲା

ଢେଙ୍କାନାଳ ଲକ୍ଷ୍ମୀବଜାରରେ ମା ଅମ୍ବିକା ଦଣ୍ଡ ପାର୍ଟି କାମାକ୍ଷାନଗର ଗୋଦିରିବିଲି ଦଣ୍ଡୁଆଙ୍କ ରାତ୍ରୀ ଦଣ୍ଡନୃତ୍ୟ ଭକ୍ତଙ୍କ ମନକିଣିନେଲାl ମା ଅମ୍ବିକା ଦଣ୍ଡ ପାର୍ଟି କାମାକ୍ଷାନଗର ଗୋଦିରିବିଲି ସ୍ଥାନୀୟ ଲକ୍ଷ୍ମୀବଜାର ଠାରେ ମଧ୍ୟାହ୍ନ ରେ ଧୂଳି ଦଣ୍ଡ ପରିବେଷଣ କରିଥିବା ବେଳେ ରାତ୍ରୀ…

ମହରାଷ୍ଟ୍ରର ପ୍ରଶାସନିକ ଅଧିକାରୀଙ୍କ ଢେଙ୍କାନାଳ ପରିଦର୍ଶନ ପରିମଳ ବ୍ୟବସ୍ଥାକୁ ପ୍ରଶଂସା କଲେ ପ୍ରତିନିଧି ଦଳ

ମହରାଷ୍ଟ୍ରର ପ୍ରଶାସନିକ ଅଧିକାରୀଙ୍କ ଢେଙ୍କାନାଳ ପରିଦର୍ଶନ ପରିମଳ ବ୍ୟବସ୍ଥାକୁ ପ୍ରଶଂସା କଲେ ପ୍ରତିନିଧି ଦଳ ଢେଙ୍କାନାଳ, ତା, ୧୧,୦୪.୨୦୨୩ – ଆଜି ପୂର୍ବାହ୍ନରେ ମହାରାଷ୍ଟ୍ରର ପ୍ରଶାସନିକ ଅଧିକାରୀ ଦଳ ଢେଙ୍କାନାଳ ପରିଦର୍ଶନରେ ଆସିଛନ୍ତି । ଜିଲ୍ଲା କାର୍ଯ୍ୟ।ଳୟ ଠାରେ ଜିଲ୍ଲାପାଳ ଶ୍ରୀ…

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ଧନଜୀବନ ହାନି ରୋକିବା ନିମନ୍ତେ ଗୁରୁତ୍ବାରୋପ

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ଧନଜୀବନ ହାନି ରୋକିବା ନିମନ୍ତେ ଗୁରୁତ୍ବାରୋପ ଢେଙ୍କାନାଳ, ଡା, ୧୧,୦୪,୨୦୨୩ – ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ…

ରାଜ୍ୟ ସରକାର O. B. C. ମାନଙ୍କ ପ୍ରତି ବୈମାତୃକ ମନୋଭାବ ବିରୋଧ ରେ ଜ଼ିଲ୍ଲା ପରିକ୍ରମା କଲା O B C ରଥ

(ରାଜ୍ୟ ସରକାର O. B. C. ମାନଙ୍କ ପ୍ରତି ବୈମାତୃକ ମନୋଭାବ ବିରୋଧ ରେ ଜ଼ିଲ୍ଲା ପରିକ୍ରମା କଲା O B C ରଥ ) ଜଗତସିଂହପୁର ତା =11/4/23 ରାଜ୍ୟ ରେ ନେତୃତ୍ୱ ସରକାର OBC ମାନଙ୍କ ପ୍ରତି ବୈମାତୃକ…

ଜାଲିଆତି ସାର୍ଟିଫିକେଟରେ ଅଙ୍ଗନ ୱାଡି ଚାକେରିକରୁ ଥିବାର କଳାକାରନାମା

ଜାଲିଆତି ସାର୍ଟିଫିକେଟରେ ଅଙ୍ଗନ ୱାଡି ଚାକେରିକରୁ ଥିବାର କଳାକାରନାମା ଗୋଳାମୁଣ୍ଡା ବ୍ଲକରେ,ସୂଚନାରୁ ପ୍ରକାଶ ପାଇଛି ଯେ ଗତ୨୦୨୧ମସିହାରେ ଗୋଳାମୁଣ୍ଡା ବ୍ଲକସ୍ଥିତ ଧାମନପୁର ପଞ୍ଚାୟତ ଅଧୀନରେ ଥିବା ଟେଣ୍ଡପାଣି ଗ୍ରାମରେ ଅଙ୍ଗନ ୱାର୍ଡ ପଦଵୀ ପାଇଁ ୬ଜଣ ମହିଳା ଆବେଦନ କରିଥିଲେ, ହେଲେ…

ଶ୍ରୀ ଶ୍ରୀ ଅଷ୍ଟମପ୍ରହର ଅଖଣ୍ଡ ନାମ ଯଜ୍ଞ ବାଙ୍ଗରା ପଞ୍ଚାୟତର ମଲ୍ଲୀକ ସାହି ଠାରେ ଅନୁଷ୍ଠିତ ହୋଇଯାଇଅଛି

ଶ୍ରୀ ଶ୍ରୀ ଅଷ୍ଟମପ୍ରହର ଅଖଣ୍ଡ ନାମ ଯଜ୍ଞ ବାଙ୍ଗରା ପଞ୍ଚାୟତର ମଲ୍ଲୀକ ସାହି ଠାରେ ଅନୁଷ୍ଠିତ ହୋଇଯାଇଅଛି। ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ମଲ୍ଲୀକ ସାହି ଠାରେ ଶ୍ରୀ ଶ୍ରୀ ଅଷ୍ଟମପ୍ରହର ଅଖଣ୍ଡ ନାମ…

ଢେଙ୍କାନାଳ ଡାକମଣ୍ଡଳ ଦ୍ଵାରା ପୁରସ୍କାର ବିତରଣ ଉତ୍ସବ

ଢେଙ୍କାନାଳ ଡାକମଣ୍ଡଳ ଦ୍ଵାରା ପୁରସ୍କାର ବିତରଣ ଉତ୍ସବ । ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ରେ ଢେଙ୍କାନାଳ ଡାକମଣ୍ଡଳ ତରଫରୁ ଏକ ପୁରସ୍କାର ବିତରଣ ଉତ୍ସବ ଢେଙ୍କାନାଳ ଡାକମଣ୍ଡଳର ଅଧିକ୍ଷକ ଶ୍ରୀଯୁକ୍ତ ଜଗଦିଶ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି…