Month: April 2023

ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ମା ମଙ୍ଗଳାଙ୍କ ଝାମୁଯାତ୍ରା ଉପଲକ୍ଷେ ଭାଗିରଥି କ୍ଲବ ପକ୍ଷରୁ ଦହି ପାଣି ବଣ୍ଟନ

ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ମା ମଙ୍ଗଳାଙ୍କ ଝାମୁଯାତ୍ରା ଉପଲକ୍ଷେ ଭାଗିରଥି କ୍ଲବ ପକ୍ଷରୁ ଦହି ପାଣି ବଣ୍ଟନ ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ଉପଲକ୍ଷେ ଚୈତ୍ର ପୂର୍ଣ୍ଣିମା ଓ ମା ମଙ୍ଗଳାଙ୍କ ଝାମୁଯାତ୍ରା ମାଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।…

ଦକ୍ଷିଣକାଳୀ ସ୍ଥିତ ଦକ୍ଷିଣକାଳୀ ପୀଠରେ ଜନ୍ମବାର୍ଷିକୀ ଉତ୍ସବ ପାଳିତ

ଦକ୍ଷିଣକାଳୀ ସ୍ଥିତ ଦକ୍ଷିଣକାଳୀ ପୀଠରେ ଜନ୍ମବାର୍ଷିକୀ ଉତ୍ସବ ପାଳିତ ଢେଙ୍କାନାଳ ଦକ୍ଷିଣକାଳୀ ସ୍ଥିତ ଦକ୍ଷିଣକାଳୀଙ୍କ ମନ୍ଦିର ରେ ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ ମା’ଙ୍କର ଜନ୍ମବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ କାଳରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର,…

ଢେଙ୍କାନାଳ ନିଖିଳ ଉତ୍କଳ କୈାବତ୍ୟ ମହାସଭାର ମହା ଚୈତ୍ର ଉତ୍ସବ ପାଳିତ

ଢେଙ୍କାନାଳ ନିଖିଳ ଉତ୍କଳ କୈାବତ୍ୟ ମହାସଭାର ମହା ଚୈତ୍ର ଉତ୍ସବ ପାଳିତ ଢେଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ମା ସିଦ୍ଧ ବାସେଳିଙ୍କ ପିଠରେ ନିଖିଳ ଉତ୍କଳ କୈାବତ୍ୟ ମହାସଭାର ମହା ଚୈତ୍ର ଉତ୍ସବ ପାଳିତ ହୋଇଯାଇଛି। ପ୍ରାତଃ କାଳରୁ ମଙ୍ଗଳ…

ଗନାଇଲୋ ହାଇସ୍କୁଲରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

( ଗନାଇଲୋ ହାଇସ୍କୁଲରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ) ଜଗତସିଂହପୁର ତା=6/4/23 ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପୁରାତନ ଶିକ୍ଷାନୁଷ୍ଠାନ ଗନାଇଲୋ ହାଇସ୍କୁଲ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କର ଏକ ଆକର୍ଷଣୀୟ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି | ଲୋକସେବକ ମଣ୍ଡଳର…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ଜିଲ୍ଲା ଗ୍ରସ୍ତରେ ଉଚ୍ଚ ସ୍ତରୀୟ ଟିମ୍

ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତୀ ବିବାଦ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ଜିଲ୍ଲା ଗ୍ରସ୍ତରେ ଉଚ୍ଚ ସ୍ତରୀୟ ଟିମ୍ ଅନୁଗୋଳ ଜିଲ୍ଲାର ଗୋପବନ୍ଧୁ ପାର୍କ ରେ ସ୍ଥାପିତ ହୋଇଥିବା ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତି କୁ…

ଡଳଙ୍ଗ ଗ୍ରାମବାସୀ ଙ୍କ ପଞ୍ଚାୟତ ଘେରାଉ

ଡଳଙ୍ଗ ଗ୍ରାମବାସୀ ଙ୍କ ପଞ୍ଚାୟତ ଘେରାଉ…….. କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ଗ୍ରାମ ପଞ୍ଚାୟତରେ ଡଳଙ୍ଗ .ଗ୍ରାମବାସୀ ଆଜି ପଞ୍ଚାୟତ ଘେରାଉ କରି ହୋ ହଲା କରିଥିଲେ l ଦୀର୍ଘ ବର୍ଷ ହେଲା ଡ଼ଳଙ୍ଗ ଗ୍ରାମରେ ରାମ…

ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ ।

ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡାକଡି ନିରୀକ୍ଷଣ କରାଯିବ । ଖୋଲାପକାରୀ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ୭ ଦିନିଆ ନୋଟିସ ଦିଆଯିବ । > ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ…

କଟକ ଷ୍ଟୁଆର୍ଟ୍ ସ୍କୁଲ ତରଫରୁ ରକ୍ତ ଦାନ ଶିବିର

କଟକ ଷ୍ଟୁଆର୍ଟ୍ ସ୍କୁଲ ତରଫରୁ ରକ୍ତ ଦାନ ଶିବିର ସ୍ଥାନ କଟକ ତାରିଖ 06/04/23 କଟକରୁ ପ୍ରଦିପ୍ତ କୁମାର ଘଡେଇ ଙ୍କ ରିପୋର୍ଟ କଟକ ଷ୍ଟୁଆର୍ଟ୍ ସ୍କୁଲ ଠାରେ ଆଜି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ର ,ଛାତ୍ରୀ…

ଧୂଳି ଦଣ୍ଡ ପରିବେଷଣ

ଜୟ ଗୋପାଳ ସାହିର ପୂର୍ଣ୍ଣଚନ୍ଦ୍ର ଦଣ୍ଡ ପାର୍ଟି ଆଦି ପ୍ରଥମ ଦିନରେ ସ୍ଥାନିୟ ଗୁଡିଆନାଳି ଠାରେ ବିଭିନ୍ନ ପ୍ରକାର ଧୂଳି ଦଣ୍ଡ ପରିବେଷଣ କରିଥିଲେ।ଧୂଳି ଦଣ୍ଡ ପରେ ସ୍ଥାନୀୟ ପୁଷ୍କରିଣୀ ରେ ପାଣି ଦଣ୍ଡ ପରିବେଷଣ କରିଥିଲେ। ପାଣି ଦଣ୍ଡ ପରିବେଷଣ…

ମା ତାରିଣୀଙ୍କର ଚୈତ୍ର ପୂର୍ଣ୍ଣିମା ପର୍ବ ପାଳିତ

ମା ତାରିଣୀଙ୍କର ଚୈତ୍ର ପୂର୍ଣ୍ଣିମା ପର୍ବ ପାଳିତ ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମାତାରିଣୀଙ୍କ ମନ୍ଦିର ରେ ଆଜି ଚୈତ୍ର ପୂର୍ଣ୍ଣିମା ଥିବା ରୁ ବହୁ ଆଡମ୍ବରରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି ପ୍ରାତଃ କାଳରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ…