Month: April 2023

ଆଜି ଶାସକ ବିଜେପି ଦଳର ପ୍ରତିଷ୍ଠା ଦିବସ ପାଳନ ହେଲା ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ

ଏହି ଶାସକ ବିଜେପି ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସାରା ଦେଶରେ ଏହି ପ୍ରତିଷ୍ଠା ଦିବସ ବିଜେପି କର୍ମୀ ମାନେ ପାଳନ କରୁଥିବା ବେଳେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ସଭାପତି ଜେ ପି ନଡ୍ଡା ଏହି ପ୍ରତିଷ୍ଠା ଦିବସ ପାଳନର…

ଚୌଦ୍ଵାର ରେ ମା ନାଲ୍ମାରାମା ଠାକୁରାଣୀ ଙ୍କ ର ପୂଜା ଅନୁଷ୍ଠିତ

ଚୌଦ୍ଵାର ରେ ମା ନାଲ୍ମାରାମା ଠାକୁରାଣୀ ଙ୍କ ର ପୂଜା ଅନୁଷ୍ଠିତ । ଚୌଦ୍ଵାର ରେ ମା ନାଲ୍ମାରାମା ଠାକୁରାଣୀ ଙ୍କ ର ପୂଜା ଅନୁଷ୍ଠିତ ହୋଇଯାଇଅଛି। ଏହି ପୂଜା ଦୀର୍ଘ ୪୩ବର୍ଷ ହେଲା କରାଯାଉଅଛି। ଗତ ବର୍ଷ ଗୋଟିଏ ଦିନ…

ଚୌଦ୍ଵାର ରେ ମା ନାଲ୍ମାରାମା ଠାକୁରାଣୀ ଙ୍କ ର ପୂଜା ଅନୁଷ୍ଠିତ

ଚୌଦ୍ଵାର ରେ ମା ନାଲ୍ମାରାମା ଠାକୁରାଣୀ ଙ୍କ ର ପୂଜା ଅନୁଷ୍ଠିତ ଚୌଦ୍ଵାର ରେ ମା ନାଲ୍ମାରାମା ଠାକୁରାଣୀ ଙ୍କ ର ପୂଜା ଅନୁଷ୍ଠିତ ହୋଇଯାଇଅଛି। ଏହି ପୂଜା ଦୀର୍ଘ ୪୩ବର୍ଷ ହେଲା କରାଯାଉଅଛି। ଗତ ବର୍ଷ ଗୋଟିଏ ଦିନ ପୂଜା…

ଆଜି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଶେଷ ଦିନ

ଆଜି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଶେଷ ଦିନ । ଦ୍ବିତୀୟ ପର୍ଯ୍ୟାୟରେ ଦିନ ଟିଏ ବି ଚାଲିପାରିଲାନି ଲୋକସଭା । ଶେଷ ଦିନରେ ବି ହଙ୍ଗାମା ଯୋଗୁଁ ଲୋକସଭାକୁ ସାଇନ-ଏ-ଡାଏ ଘୋଷଣା କରିଛନ୍ତି ବାଚସ୍ପତି । ରାଜ୍ୟସଭାକୁ ଦିନ ୨ଟା…

ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ଙ୍କ ପରଲୋକ

ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ଜଗରନାଥ ମହୋତଙ୍କର ପରଲୋକ ହୋଇଛି। ଚେନ୍ନାଇର ଅପୋଲୋ ହସ୍‌ପିଟାଲ୍‌ରେ ତାଙ୍କର ଫୁସ୍‌ଫୁସ୍‌ ପ୍ରତିରୋପଣ ଅସ୍ତ୍ରୋପଚାର ଜନିତ ଚିକିତ୍ସା ଚାଲୁଥିଲା। ମାର୍ଚ୍ଚ ୧୪ ତାରିଖରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଗୁରୁବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

୧୦ ଜନପଥରେ ମା ସୋନିଆଙ୍କ ସହ ରହିବେ ରାହୁଲ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖୁବ୍ ଶୀଘ୍ର ୧୦ ଜନପଥରେ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ଘରକୁ ଯିବେ। ସୂଚନାନୁସାରେ, ରାହୁଲଙ୍କ ଘରର ଜିନିଷ ୧୦ ଜନପଥରେ ସୋନିଆ ଗାନ୍ଧୀଙ୍କ ବାସଭବନକୁ ସ୍ଥାନାନ୍ତର ହେବା ଆରମ୍ଭ କରିଛି। ଏଥି ସହ ରାହୁଲଙ୍କ…

ନିପନ୍ କାରଖାନାରେ ମୁଖ୍ୟମନ୍ତ୍ରୀ

ନିପନ୍କା ରଖାନାରେ ମୁଖ୍ୟମନ୍ତ୍ରୀ ନିପନ୍‌ ଷ୍ଟିଲ୍‌ର କାରଖାନା ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଳ୍ପାୟନ ଓ ପ୍ରଯୁକ୍ତି ସମ୍ପର୍କରେ ପଚାରି ବୁଝିଲେ। ଜାପାନ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ। Post Views: 6

ଫାଟକ ଜଗୁଆଳି ନିଲମ୍ବିତ

ଫାଟକ ଜଗୁଆଳି ନିଲମ୍ବିତ କାର୍ଯ୍ୟରେ ଅବହେଳା ପାଇଁ ଜଗୁଆଳି ରତ୍ନାକର ମହାନ୍ତ କାର୍ଯ୍ୟରୁ ନିଲମ୍ବିତ। ଖଡ଼କପୁର ଡିଭିଜନରେ ରିପୋର୍ଟିଂ କରିବାକୁ ନିର୍ଦ୍ଦେଶ ।ମୟୂରଭଞ୍ଜ ବେତନଟୀ ଯୁଗୁପୁରା ରେଳ ଫାଟକରେ ଟ୍ରେନ୍‌ ଆସିବା ସମୟରେ ଗେଟ୍‌ ପକାଇନଥିଲେ। ଟ୍ରେନ୍‌ ଡ୍ରାଇଭରଙ୍କ ଯୋଗୁଁ ଦୁର୍ଘଟଣା…

ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା

ବଲାଙ୍ଗିର ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା, କ୍ରାଇମବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ର କହିଲେ- ଗିରଫଦାରୀ ସଂଖ୍ୟା ବହୁତ ବଢ଼ିବ,। ରିମାଣ୍ଡରେ ଆଣି ୪ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ l Post Views: 18

ସୁଖୋଇରେ ଉଡ଼ିବେ ରାଷ୍ଟ୍ରପତି

ସୁଖୋଇରେ ଉଡ଼ିବେ ରାଷ୍ଟ୍ରପତି ସୁଖୋଇରେ ଉଡ଼ିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। SU30 MKIରେ ବସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶନିବାର ସୁଖୋଇରେ ଯାତ୍ରା କରିବେ ରାଷ୍ଟ୍ରପତି। ତେଜପୁର ଏୟାରଫୋର୍ସ ଷ୍ଟେସନ ଗସ୍ତ ସମୟରେ ଯାତ୍ରା କରିବେ। Post Views: 14