Month: April 2023

ଅନୁଗୋଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପୁନଃସ୍ଥାପନ କରାଯିବ

ଅନୁଗୋଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପୁନଃସ୍ଥାପନ କରାଯିବ ବିଧାନସଭା ସମ୍ମୁଖରେ ନିର୍ମିତ ପ୍ରତିମୂର୍ତି ଢାଞ୍ଚାରେ ନୂଆ ପ୍ରତିମୂର୍ତ୍ତି ନିର୍ମାଣ ହେବ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚସ୍ତରୀୟ ଅଫିସର ଦଳ ଆସନ୍ତାକାଲି ବାଜିରାଉତ ଛାତ୍ରାବାସ ଆସିବେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ…

ତାଲିମ୍ ର‌ ଅନ୍ତିମ ପର୍ଯ୍ୟାୟ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଜ୍ଯୋର୍ତିମୟୀ ନାଥ ଉପସ୍ଥିତ

ଗଁଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ଉଚ୍ଚ ବିଦ୍ୟାଳୟ ରେ ଗତ ତିନି ତାରିଖ ଠାରୁ ଆରମ୍ଭ ହୋଇ ଥିବା ତାଲିମ୍ ର‌ ଅନ୍ତିମ ପର୍ଯ୍ୟାୟ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ…

ଟ୍ରକ୍ କାର ମୁହାମୁହିଁ ଦୁର୍ଘଟଣା : ଚାଳକ ଗୁରୁତ୍ତର

ଟ୍ରକ୍ କାର ମୁହାମୁହିଁ ଦୁର୍ଘଟଣା : ଚାଳକ ଗୁରୁତ୍ତର ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଛକ ୫୫ନମ୍ବର ଜାତୀୟ ରାଜପଥ ରେ ଟ୍ରକ୍ ଓ କାର ମୁହାମୁହିଁ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ ନୂଆହତା ଛକ ୫୫ନମ୍ବର…

ସ୍ବର୍ଗତ ଜମିଦାର ଶ୍ରୀ ବନ୍ତ ରାୟଙ୍କ ବୋହୁ ଦୁଲ୍ଲାଦେବୀଙ୍କର ଶହେତମ ଜନ୍ମ ବାର୍ଷିକୀ ପାଳନ ଖୁବ ମହାଆଡମ୍ବରରେ ପାଳିତ ହୋଇଯାଇଛି

ସ୍ବର୍ଗତ ଜମିଦାର ଶ୍ରୀ ବନ୍ତ ରାୟଙ୍କ ବୋହୁ ଦୁଲ୍ଲାଦେବୀଙ୍କର ଶହେତମ ଜନ୍ମ ବାର୍ଷିକୀ ପାଳନ ଖୁବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ବଂଶିପୁର ଗ୍ରାମର ଜମିଦାର ସ୍ବର୍ଗତ ଶ୍ରୀ ବନ୍ତ…

ଚୌଦ୍ଵାର ରେ ମା ନାଲ୍ମାରାମା ଠାକୁରାଣୀ ଙ୍କ ର ପୂଜା ଅନୁଷ୍ଠିତ

ଚୌଦ୍ଵାର ରେ ମା ନାଲ୍ମାରାମା ଠାକୁରାଣୀ ଙ୍କ ର ପୂଜା ଅନୁଷ୍ଠିତ ଚୌଦ୍ଵାର ରେ ମା ନାଲ୍ମାରାମା ଠାକୁରାଣୀ ଙ୍କ ର ପୂଜା ଅନୁଷ୍ଠିତ ହୋଇଯାଇଅଛି। ଏହି ପୂଜା ଦୀର୍ଘ ୪୩ବର୍ଷ ହେଲା କରାଯାଉଅଛି। ଗତ ବର୍ଷ ଗୋଟିଏ ଦିନ ପୂଜା…

ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ବୁଧବାର ଢେଙ୍କାନାଳ ରଥଗଡ଼ା ଅଂଚଳରେ ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ କରାଯାଇଛି. ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ଯୋଗଦେଇ…

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଝାଡୁ ଧରିଲେ କାଉନସିଲର

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଝାଡୁ ଧରିଲେ କାଉନସିଲର ରାଜ୍ୟ ସାରା ସଫେଇ କର୍ମଚାରୀ ମାନେ ନିଜର ପାଉଣା ବୃଦ୍ଧି ପାଇଁ ଝାଡୁ ଛାଡ଼ ଆନ୍ଦୋଳନ କରିଥିବାରୁ ସାରା ରାଜ୍ୟ ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି l କଟକ ଜିଲ୍ଲା…

ଏପ୍ରିଲ ୧୦ରୁ ଆରମ୍ଭ ହେବ ଯୁକ୍ତ ଦୁଇ ମୂଲ୍ୟାୟନ।

ଏପ୍ରିଲ ୧୦ରୁ ଆରମ୍ଭ ହେବ ଯୁକ୍ତ ଦୁଇ ମୂଲ୍ୟାୟନ। ୨ଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ଖାତାଦେଖା । ଏପ୍ରିଲ ୧୦ରୁ ୨୨ ପ୍ରଥମ ପର୍ଯ୍ୟାୟ ୨୩ରୁ ମେ’ ୭ ଦ୍ୱିତୀୟ ପର୍ଯ୍ୟାୟ । ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ହେବ…

ଜ଼ିଲ୍ଲା ଜଜ କୋର୍ଟ ପରିସରରେ ନବନିର୍ବାଚିତ ଆଇନୀଜୀବି ଙ୍କ ଶପଥ ଗ୍ରହଣ ଉଛବ ଅନୁଷ୍ଠିତ

( ଜ଼ିଲ୍ଲା ଜଜ କୋର୍ଟ ପରିସରରେ ନବନିର୍ବାଚିତ ଆଇନୀଜୀବି ଙ୍କ ଶପଥ ଗ୍ରହଣ ଉଛବ ଅନୁଷ୍ଠିତ ) ଜଗତସିଂହପୁର ତା =5/4/23 ଜଗତସିଂହପୁର ଜିଲ୍ଲା ଓକିଲ ସଂଘର ନବନିର୍ବାଚିତ କର୍ମକର୍ତାମାନଙ୍କର ଶପଥ ଗ୍ରହଣ ଉତ୍ସଵ ଜିଲ୍ଲା ଜର୍ଜ କୋର୍ଟ ପରିସରରେ ଅନୁଷ୍ଠିତ…

ଭୂମିହୀନ ଙ୍କ କରୁଣ କାହାଣୀ | ଆମ୍ଭେ ଗରିବ ଲୋକ ଝୁମ୍ପୁଡ଼ି ଘରେ ପଡ଼ିଛୁ | ପ୍ରଥମ କିସ୍ତି ଟଙ୍କା ଅଧା ଅଧା |ଦ୍ୱିତୀୟ କିସ୍ତି ମିଳିଲେ କରିବୁ ଘର

| ଜଗତସିଂହପୁର ତା =5/4/23 ଆମେ ଭୂମିହୀନ ଗରିବ ଲୋକ |ସରକାର ଆମକୁ ଥଇଥାନ କରିବା ନିମନ୍ତେ ବାର ଡିସମିଲ ଜାଗା ଯୋଗାଇଦେଇଛନ୍ତି | ଆମେ ଝୁମ୍ପୁଡ଼ି ଘରେ ଦୁଃଖ କଷ୍ଟ କାମ ଧନ୍ଦା କରି ଚଳୁଛୁ | ୩ ବର୍ଷ…