ୟୁଚିରିଓ କରାଟେ କୋବୁଡୋ ପ୍ରଶିକ୍ଷଣ ପରୀକ୍ଷା ଓ ସାଟିଫିକେଟ ପ୍ରଦାନ
(ୟୁଚିରିଓ କରାଟେ କୋବୁଡୋ ପ୍ରଶିକ୍ଷଣ ପରୀକ୍ଷା ଓ ସାଟିଫିକେଟ ପ୍ରଦାନ ) ଜଗତସିଂହପୁର ତା =3/4/23 ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ରେ ୟୁଚିରିଓ କରାଟେ ଓ କୋବୁଡେ ସ୍କୁଲ ର ପ୍ରଶିକ୍ଷଣ ପରୀକ୍ଷା ପୂର୍ଣ୍ଣାଙ୍ଗ ହୋଇ…
