Month: May 2023

“ହଲିଡେ ହୋମ୍‌ୱର୍କ” କାର୍ଯ୍ୟକ୍ରମ ଆରମ୍ଭ ହେଲା

ଗ୍ରୀଷ୍ମ ଅବକାଶ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ “ହଲିଡେ ହୋମ୍‌ୱର୍କ” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିପାଇଁ ସବୁ ଜିଲ୍ଲାରେ ଆରମ୍ଭ ହୋଇଛି ହେଲ୍‌ପ ଡେସ୍କ୍ ବ୍ୟବସ୍ଥା।…

ସିବିଆଇ ଚଢ଼ାଉ – ୨୦ କୋଟି ଜବତ

ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଆସିଥିବା WAPCOS ଜଳ ଓ ଶକ୍ତି ପରାମର୍ଶଦାତା ପୂର୍ବତନ ସିଏମଡି ରାଜେନ୍ଦ୍ର କୁମାର ଗୁପ୍ତାଙ୍କ ବିରୋଧରେ ଅନୁପଯୁକ୍ତ ସମ୍ପତ୍ତି ମାମଲାରେ ଦିଲ୍ଲୀ, ଚଣ୍ଡିଗଡ଼, ପଞ୍ଚକୁଲା, ଗୁରୁଗ୍ରାମ, ସୋନିପାଟ ଏବଂ ଗାଜିଆବାଦ ସମେତ 19 ଟି ସ୍ଥାନରେ…

ଆଉଟ୍ ପୋଷ୍ଟ କୁ ପୋଲିସ୍ ଷ୍ଟେସନ ମଞ୍ଜୁରୀ ଓ ନୂତନ ଟ୍ରାଫିକ ପୋଲିସ ଷ୍ଟେସନ ମଞ୍ଜୁରୀ

ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି।ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଛି। ଏହି ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ପଦବୀରେ ଗୋଟିଏ ଇନ୍‌ସପେକ୍ଟର, ୬ଟି ଏସ୍ଆଇ, ୩ଟି ଏଏସ୍ଆଇ, ୨ଟି…

୪୪୯ଟି ରୂପାନ୍ତରିତ ହାଇସ୍କୁଲକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପିତ କଲେ

ସ୍କୁଲ ରୂପାନ୍ତରଣ ଅଭିଯାନର ୩ୟ ପର୍ଯ୍ୟାୟର ତୃତୀୟ ଦିନରେ ୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ହାଇସ୍କୁଲକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏଥିରେ ବାଲେଶ୍ବର ଜିଲ୍ଲାର ୨୩୩ଟି ହାଇସ୍କୁଲ, ନୟାଗଡ ଜିଲ୍ଲାର ୬୪ଟି, ନୂଆପଡା ଜିଲ୍ଲାର ୫୮ଟି, ସୁନ୍ଦରଗଡ ଜିଲ୍ଲାର ୪୯ଟି…

ବୈଶାଖୀ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟିତ

ବୈଶାଖୀ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟିତ ଢେଙ୍କାନାଳ,୨/୫ : ଢେଙ୍କାନାଳ ମିନିଷ୍ଟାଡିୟମଠାରେ ଗୁଡନାଇଟ୍ କ୍ଲବ୍ ତରଫରୁ ବୈଶାଖୀ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ମଙ୍ଗଳବାର ସଂଧ୍ୟାରେ ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ ହୋଇଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରି………

କାର୍ଲି ଆମ୍ବ ତୋଟାରେ ଡମ୍ବ ସମାଜ ବିକାଶ ପରିଷଦର ସାଙ୍ଗଠନିକସଭା ଅନୁଷ୍ଠିତ

କାର୍ଲି ଆମ୍ବ ତୋଟାରେ ଡମ୍ବ ସମାଜ ବିକାଶ ପରିଷଦର ସାଙ୍ଗଠନିକସଭା ଅନୁଷ୍ଠିତ ଗୋଳାମୁଣ୍ଡା/୨/୪/ସମାଜର କଲ୍ୟାଣ ନିମନ୍ତେ ଦଶପୁର ଯୋନ ଅଧୀନରେ ଥିବା କାର୍ଲି ଗ୍ରାମର ଆମ୍ବ ତୋଟା ରେ ଡମ୍ବ ସମାଜ ବିକାଶ ପରିଷଦର ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଥିଲା,…

ଟ୍ରଲର ଅଟୋ ମୁହାଁମୁହିଁ ଧକ୍କା , ଅଟୋ ଚାଳକ ଗୁରୁତ୍ତର

ଟ୍ରଲର ଅଟୋ ମୁହାଁମୁହିଁ ଧକ୍କା , ଅଟୋ ଚାଳକ ଗୁରୁତ୍ତର ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ହାଇସ୍କୁଲ ସମ୍ମୁଖ ୫୫ ନମ୍ବର ଜାତୀୟ ରାଜପଥରେ ଭୋର ପ୍ରାୟ ୪.୩୦ ମିନିଟ ସମୟରେ ଏକ ଅଟୋ ଓ ଟ୍ରଲର ମଧ୍ୟରେ…

ଶିବ ମନ୍ଦିର ପ୍ରାଙ୍ଗଣରୁ ଏକ ୫ଫୁଟ ର ନାଗ ସାପ ଉଦ୍ଧାର

ଶିବ ମନ୍ଦିର ପ୍ରାଙ୍ଗଣରୁ ଏକ ୫ଫୁଟ ର ନାଗ ସାପ ଉଦ୍ଧାର ଅନୁଗୋଳ ଜିଲ୍ଲା : ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ସିଦ୍ଧେଶ୍ଵର ଓ ଐଶାନ୍ୟ ଶ୍ୱର ଶିବ ମନ୍ଦିର ରୁ ଏକ ନାଗ ସାପ ଉଧାର ,ସୂଚନା ମୁତାବକ ବଳରାମପ୍ରସାଦ…

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ପୁତ୍ରହରା “ବାପା ମା”

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ପୁତ୍ରହରା “ବାପା ମା” ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀ ଗ୍ରାମର ପ୍ରସନ୍ନ ବାରିକ ଏବଂ ତାଙ୍କ ସ୍ତ୍ରୀ ଚମ୍ପା ବାରିକ ପୁଅକୁ ନ୍ୟାୟ ଦେବା ପାଇଁ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ…

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସବ ପୂର୍ଣ୍ଣାହୁତି ଦିବସରେ ମା’ଙ୍କ ସୂନାବେଶ

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସବ ପୂର୍ଣ୍ଣାହୁତି ଦିବସରେ ମା’ଙ୍କ ସୂନାବେଶ ଢେଙ୍କାନାଳ, ତା.୦୨.୦୫.୨୦୨୩ରିଖ : ଢେଙ୍କାନାଳ ଗାନ୍ଧୀମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ପୀଠରେ ୧୯ତମ ଜନ୍ମ ବାର୍ଷିକୀ ଉତ୍ସବ ଓ ପୂର୍ଣ୍ଣାହୁତି ଦିବସ ପାଳିତ ହୋଇଯାଇଅଛି । ୩୦ ତାରିଖ ଭାଗିରଥୀ…