Month: May 2023

ପର୍ଯ୍ୟାୟରେ ୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି #5T ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ କରିବେ। ବାଲେଶ୍ବର, ନୟାଗଡ, ନୂଆପଡା, ରାୟଗଡ ଓ ସୁନ୍ଦରଗଡ ଜିଲ୍ଲାର ରୂପାନ୍ତରିତ ହାଇସ୍କୁଲ ଏଥିରେ ଅନ୍ତର୍ଭୁକ୍ତ।…

ରେଳ ଧାରଣା ରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତ ଦେହ

ରେଳ ଧାରଣା ରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତ ଦେହ ଗତ କାଲି ଚୌଦ୍ୱାର ମଙ୍ଗୁଳି ରେଳ ଷ୍ଟେସନ ନିକଟରୁ ଜଣେ ଯୁବକ ର ଖଣ୍ଡ ବିଖଣ୍ଡିତ ମୃତ ଦେହ ମିଳିଛି l ଉକ୍ତ ମୃତ ଦେହ କୁ ଜିଆରପି ପୋଲିସ…

୧୦୦ ଚକିଆ ଟ୍ରଲର ପଛରେ ଧକ୍କା ଦେଲା ଅଙ୍ଗୁର ବୋଝେଇ ଟ୍ରକ, ଜଣେ ମୃତ , ୨ ଗୁରୁତର

୧୦୦ ଚକିଆ ଟ୍ରଲର ପଛରେ ଧକ୍କା ଦେଲା ଅଙ୍ଗୁର ବୋଝେଇ ଟ୍ରକ, ଜଣେ ମୃତ , ୨ ଗୁରୁତର କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ର ଖିରେଇଟାଙ୍ଗିରି ନିକଟରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡକ…

ଜଣେ ବ୍ୟକ୍ତି ନେଇପାରିବେ ଗୋଟିଏ ପ୍ଲଟ – ହାଇକୋର୍ଟ

ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଏଣିକି ଜଣେ ବ୍ୟକ୍ତି ନେଇପାରିବେ ଗୋଟିଏ ପ୍ଲଟ। Post Views: 13

ଘର ତାଲା ଭାଙ୍ଗି ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ ମାନେ

ଘର ତାଲା ଭାଙ୍ଗି ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ ମାନେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ଗ୍ରାମରୁ ଶନିବାର ବିଳମ୍ବିତ ରାତିରେ ଦୃର୍ବୁତ୍ତ ମାନେ ଜଣଙ୍କ ଘରୁ ତାଲା ଭାଙ୍ଗି ସୁନା ଅଳଙ୍କାର ଓ…

୨୮୩୬ ମିନି ଅଙ୍ଗନବାଡି ଏବେ ଉନ୍ନୀତ

ରାଜ୍ୟର ୨୮୩୬ ମିନି ଅଙ୍ଗନବାଡିକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କୀତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟର ୭୪,୧୫୪ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୧୦, ୪୧୬ ମିନି…

ଜିଏଷ୍ଟି ବାବଦକୁ ୫୦୩୫.୭୪ କୋଟି ଟଙ୍କା ଆଦାୟ

ଚଳିତ ଏପ୍ରିଲ ମାସରେ ଓଡ଼ିଶା ମୋଟ ଜିଏସଟି ବାବଦକୁ ୫୦୩୫.୭୪ କୋଟି ଟଙ୍କା ଆଦାୟ କରିଛି, ଯାହାକି ସର୍ବକାଳୀନ ସର୍ବାଧିକ ସଂଗ୍ରହ। ଗତବର୍ଷ ଏପ୍ରିଲ ମାସର ସଂଗ୍ରହ ରାଶି ୧୬୮୦ କୋଟି ଟଙ୍କା ତୁଳନାରେ ୪୦.୪୩ ପ୍ରତିଶତ ଅଭିବୃଦ୍ଧି ଘଟିଛି। ସେବା…

ନାକ୍ ଗ୍ରେଡ୍‌ରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ

ନାକ୍ ଗ୍ରେଡ୍‌ରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ ମାନ୍ୟତାରେ A+ରୁ Aକୁ ଖସିଛି ଓ ୩.୧୬ ସ୍କୋର ପାଇଛି। ୨୦୧୬ରେ A+ ମାନ୍ୟତା ପାଇଥିଲା। ଗତ ମାସରେ ନାକ୍ ଟିମ୍‌ କ୍ୟାମ୍ପସରେ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିଥିଲା l Post…

ମେ ୧୩ ତାରିଖରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୧୩ ତାରିଖରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଗୋଳ (୧୩.୦୫.୨୦୨୩) ଶନିବାର ଅନୁଗୋଳ , ତାଳଚେର , ଆଠମଲ୍ଲିକ , ପାଲ୍ଲହଡା , ଛେଣ୍ଡିପଦା ଓ ବଂଅରପାଳ ସ୍ଥିତ ଅଦାଲତ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ଅନୁଷ୍ଠିତ…

ଘରେ ବିଦେଶୀ ମଦ କାରବାର ଅଭିଯୋଗରେ ଜଣେ ଗିରଫ

ଘରେ ବିଦେଶୀ ମଦ କାରବାର ଅଭିଯୋଗରେ ଜଣେ ଗିରଫ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମ ପଞ୍ଚାୟତ ଜଣେ ଅଭିଯୁକ୍ତକୁ ବିଦେଶୀ ମଦ କାରବାର ଅଭିଯୋଗ ରେ ବଅଁରପାଳ ପୋଲିସ ଗିରଫ କରିଛି। ବଅଁରପାଳ ଥାନା ପକ୍ଷରୁ ସୂଚନା…

You missed