Month: May 2023

ଆମ୍ବ ଗଛରେ ଲୁଗା ଲଗାଇ ଆତ୍ମହତ୍ୟା

ଆମ୍ବ ଗଛରେ ଲୁଗା ଲଗାଇ ଆତ୍ମହତ୍ୟା ଏପରି ଦେଖିବାକୁ ମିଳିଛି ପାଟଣା ଥାନା ଅଂଚଳରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା କପୁଣ୍ଡି ଗ୍ରାମ ରେ ଥିବା ଏକ ଆମ୍ବ ଗଛ ଡାଳରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ପାଟଣା…

ଟାଇମ୍ସ ଗୁଲୁକୁଳ ର ଏଗାର ତମ ବାର୍ଷିକ ଉଛବ ଅନୁଷ୍ଠିତ

(ଟାଇମ୍ସ ଗୁଲୁକୁଳ ର ଏଗାର ତମ ବାର୍ଷିକ ଉଛବ ଅନୁଷ୍ଠିତ ) ଜଗତସିଂହପୁର ତା =3/5/23 ଜଗତସିଂହପୁର ତରଡ଼ାପଡା ସ୍ଥିତ ଟାଇମ୍ସ ଗୁରୁକୁଳ ର ଏଗାର ତମ ବାର୍ଷିକ ଉଛବ ତରଡ଼ାପଡା ଆଇ ଟି ଆଇ ପରିସରରେ ଅନୁଷ୍ଠିତ ହୋଇଯାଇଛି |ବିଶିଷ୍ଟ…

ବୈଶାଖୀ ମେଳାରେ ଲାଇଫ୍ ଚେଞ୍ଜିଙ୍ଗ୍ ନ୍ୟୁଟ୍ରିସନ୍ ପକ୍ଷରୁ ଜନସଚେତନତା ବାର୍ତା

ବୈଶାଖୀ ମେଳାରେ ଲାଇଫ୍ ଚେଞ୍ଜିଙ୍ଗ୍ ନ୍ୟୁଟ୍ରିସନ୍ ପକ୍ଷରୁ ଜନସଚେତନତା ବାର୍ତା ଢେଙ୍କାନାଳ, ୩/୫ : ବୈଶାଖୀ ମେଳାରେ ଲାଇଫ୍ ଚେଞ୍ଜିଙ୍ଗ୍ ନ୍ୟୁଟ୍ରିସନ୍ ତରଫରୁ ବିଭିନ୍ନ ରୋଗରୁ ମୁକ୍ତ ହେବା ପାଇଁ ସଚେତନତା ବାର୍ତା ଦେଇଛନ୍ତି । ଓଜନ ହ୍ରାସ, ଓଜନ ବୃଦ୍ଧି…

ନାବାଳିକା କୁ ପ୍ରେମ ବିବାହ କରି ନାବାଳକ ଟ୍ରକ୍ ହେଲପର ଗିରଫ

ନାବାଳିକା କୁ ପ୍ରେମ ବିବାହ କରି ନାବାଳକ ଟ୍ରକ୍ ହେଲପର ଗିରଫ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଏକ ଟ୍ରକ୍ ହେଲପର ନାବାଳିକା କୁ ପ୍ରେମ ବିବାହ କରି ରଖିଥିବା ବେଳେ ବଅଁରପାଳ ଥାନା ଗିରଫ କରିଛି। ଥାନା ପକ୍ଷରୁ…

ବିଶ୍ଵକଲ୍ୟାଣାର୍ଥେ ଶାମେଶ୍ଵର ପୀଠରେ ଯଜ୍ଞ ପାଇଁ କଳସ ଯାତ୍ରା ମହାସମାରୋହରେ ଅନୁଷ୍ଠିତ

ବିଶ୍ଵକଲ୍ୟାଣାର୍ଥେ ଶାମେଶ୍ଵର ପୀଠରେ ଯଜ୍ଞ ପାଇଁ କଳସ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ବିଷୟ ______ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅରିଲୋ ଠାରେ ଶାମେଶ୍ଵର ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ବାବା ଶାମେଶ୍ଵର ପୀଠରେ ବିଶ୍ଵ ମାନବର କଲ୍ୟାଣର୍ଥେ ବେଦଜ୍ଞ…

ଠିକାସଂସ୍ଥା କତୃପକ୍ଷଙ୍କ ବନ୍ଦ କୋଠରିରୁ ମୃତଦେହ ଉଦ୍ଧାର , ମୃତ୍ୟୁର କାରଣ ଅସ୍ପଷ୍ଟ

ଠିକାସଂସ୍ଥା କତୃପକ୍ଷଙ୍କ ବନ୍ଦ କୋଠରିରୁ ମୃତଦେହ ଉଦ୍ଧାର , ମୃତ୍ୟୁର କାରଣ ଅସ୍ପଷ୍ଟ ଠିକା କର୍ମଚାରୀଙ୍କ ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର , ମୃତ୍ୟୁ ର କାରଣ ଅସ୍ପଷ୍ଟ। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଏଚ.ଡି.ଏଫ. ସି ବ୍ୟାଙ୍କ ପଛପଟ…

IPL ମହାସମର

IPL ମହାସମର ବୁଧବାର ଖେଳାଯିବ ଦୁଇଟି ହାଇ-ଭୋଲଟେଜ୍ ଗେମ୍ । ପ୍ରଥମ ମ୍ୟାଚ୍ ସାଢେ ୩ଟାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ହେବ । ସେହିପରି ସଂଧ୍ୟାରେ ପଞ୍ଜାବ କିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ…

ବନ୍ୟପ୍ରାଣୀ ଦ୍ଵାରା ମୃତାହତ ଙ୍କୁ ୬ ଲକ୍ଷ

ବନ୍ୟପ୍ରାଣୀ ମାରିଲେ ୬ ଲକ୍ଷ ବନ୍ୟପ୍ରାଣୀଙ୍କ ଦ୍ବାରା ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି। ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ମିଳିବ ୬ ଲକ୍ଷ ଟଙ୍କା। ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବନ୍ୟପ୍ରାଣୀ…

ଆପେ‌ ଆପେ ଜଳୁଛି ନିଆଁ, ଭୟବିତ ଅବସ୍ଥାରେ ଅସହାୟ ପରିବାର

( ଆପେ‌ ଆପେ ଜଳୁଛି ନିଆଁ, ଭୟବିତ ଅବସ୍ଥାରେ ଅସହାୟ ପରିବାର) ଜଗତସିଂହପୁର ତା =3/5/23 ଆପେ ଆପେ ଜଳୁଛି ନିଆଁ , ଭୟବିତ ଅବସ୍ଥାରେ ଅସହାୟ ପରିବାର ଓ ଗ୍ରାମବାସୀ । ବାଉଁଶବୁଦା ମୂଳରେ ନିଆଁ ମନକୁ ମନ ଲାଗିଲାଣି…

ସିଙ୍ଗାପୁର ଏବଂ ବ୍ୟାଙ୍କକ୍ ସହର ପାଇଁ ବିମାନ ଚଳାଚଳର ଅଗ୍ରୀମ ଟିକଟ୍ ବୁକିଂ ସେବା ଶୁଭାରମ୍ଭ

ଭୁବନେଶ୍ବରରୁ ସିଧାସଳଖ ସିଙ୍ଗାପୁର ଏବଂ ବ୍ୟାଙ୍କକ୍ ସହର ପାଇଁ ବିମାନ ଚଳାଚଳର ଅଗ୍ରୀମ ଟିକଟ୍ ବୁକିଂ ସେବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆଜି ଶୁଭାରମ୍ଭ ହେବ। ଇଣ୍ଡିଗୋ ଏହି ବିମାନ ସେବା ୩ ଜୁନ୍, ୨୦୨୩ ଠାରୁ…