Month: September 2023

କଟକରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

କଟକରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ସ୍ଥାନ କଟକ ତାରିଖ 27/09/23 କଟକରୁ chandan kumar sahoo ଙ୍କ ରିପୋର୍ଟ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଏହି ଅବସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱରରୁ ଏକ ସୁପର ବାଇକ ରାଲିର…

ଚିକଣା ସରପଞ୍ଚ ଓ ନେତୃମଣ୍ଡଳୀ ନୂତନ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ

ଚିକଣା ସରପଞ୍ଚ ଓ ନେତୃମଣ୍ଡଳୀ ନୂତନ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଚିକଣା ସରପଞ୍ଚ ପାର୍ବତୀ ମଲ୍ଲିକ ପୂର୍ବତନ ସରପଂଚ ଧ୍ରୁବ ଚରଣ ସେଠୀ ବିଜୟ କୁମାର ମଲ୍ଲିକ ଙ୍କ ସମେତ ବହୁ ବିଜୁଜନତା…

ଢେଙ୍କାନାଳ ଆଂଚଳିକ ବାଣିଜ୍ୟ ସେବା ସମିତିର ବାର୍ଷିକ ସାଧାରଣ ସଭା

ଢେଙ୍କାନାଳ ଆଂଚଳିକ ବାଣିଜ୍ୟ ସେବା ସମିତିର ବାର୍ଷିକ ସାଧାରଣ ସଭା ଢେଙ୍କାନାଳ,୨୭/୯: ଢେଙ୍କାନାଳ ଆଂଚଳିକ ବାଣିଜ୍ୟ ସେବା ସମିତି ଲି ର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ସମିତିର ସଭାପତି ଚିତରଞ୍ଜନ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ…

ପର୍ବାତାରୋହୀ ବିଭାରାଣୀ ପାତ୍ରଙ୍କୁ ସମ୍ବର୍ଦ୍ଧନ

ପର୍ବାତାରୋହୀ ବିଭାରାଣୀ ପାତ୍ରଙ୍କୁ ସମ୍ବର୍ଦ୍ଧନ ଢେଙ୍କାନାଳ ୨୭/୯- ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପର୍ବତାରୋହୀ ବିଭାରାଣୀ ପାତ୍ରଙ୍କୁ ଆଫ୍ରିକାସ୍ଥିତ କିଲିମଞ୍ଜର ପର୍ବତାରୋହଣ ସଫଳତା ପାଇଁ ସମ୍ବନ୍ଧିତ କରିଛନ୍ତି । ଗତକାଲି ମାନ୍ୟବର ରାଜ୍ୟପାଳ ଶ୍ରୀ…

ଜୁନାଗଡ଼ ଜିଲ୍ଲାମାନ୍ୟତା ଦାବି 19ତମ ଦିନରେ ପହଁଚିଲା., ସମର୍ଥନ ଜଣେଇଲେ ଠିକାଦାର ସଂଘ .….!

ଜୁନାଗଡ଼ ଜିଲ୍ଲାମାନ୍ୟତା ଦାବି 19ତମ ଦିନରେ ପହଁଚିଲା., ସମର୍ଥନ ଜଣେଇଲେ ଠିକାଦାର ସଂଘ .….! ଜୁନାଗଡ଼ ଏକ ପୁରାତନ ରାଜଧାନୀ, କଲା ସଂସ୍କୃତି ର ଗଡ଼, କଳାହାଣ୍ଡିର ଭାତହାଣ୍ଡି ହେଉଛି ଜୁନାଗଡ଼,ଜୁନାଗଡ଼ ହେଉଛି ରାମପୁର ବ୍ଲକ, କୋକସରାବ୍ଲକ, ଗୋଲାମୁଣ୍ଡା ବ୍ଲକ, ଜୟେପାଟଣା…

“ଲଚିଦା ପଂଚାୟତ ଦର୍ଲିପଡାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ “

“ଲଚିଦା ପଂଚାୟତ ଦର୍ଲିପଡାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ” ତା,26/9.ବରଗଡ ଜିଲ୍ଲା ଅତାବିରା ପୋଲିସ ତରଫରୁ ଆଜି ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ଅତାବିରା ବ୍ଲକ ଅନ୍ତର୍ଗତ ଲଚିଦା ପଂଚାୟତ ଦର୍ଲିପଡାରେ ଅତାବିରା ଥାନା ତରଫରୁ ଆମ ପୋଲିସ ସମିତି…

ପାଞ୍ଚଦଫା ଦାବିନେଇ ଆମରଣ ଅନଶନରେ ବସିଥିବା ବେଳେ ପାଞ୍ଚ ଜଣ କର୍ମଚାରୀ ଅସୁସ୍ଥ

ପାଞ୍ଚଦଫା ଦାବିନେଇ ଆମରଣ ଅନଶନରେ ବସିଥିବା ବେଳେ ପାଞ୍ଚ ଜଣ କର୍ମଚାରୀ ଅସୁସ୍ଥ। ପାଞ୍ଚଦଫା ଦାବିନେଇ ଅଲ୍ ଓଡିଶା ଜେଲ୍ କର୍ମଚାରୀ ଏବେ ଆମରଣ ଅନଶନରେ ବସିଛନ୍ତି । ସେହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ତଥା…

ଆମ୍ବୁଲାନ୍ସ ଗାଡିର ଅପବ୍ୟବହାର, ବଡବିଲ ସବ୍ ଜେଲ ଆମ୍ବୁଲାନ୍ସରେ ଚାଲିଛି ଚାଉଳ ବୁହା, ଅଧିକାରୀ କହିଲେ କଛି ଅସୁବିଧା ନାହିଁ

ଆମ୍ବୁଲାନ୍ସ ଗାଡିର ଅପବ୍ୟବହାର, ବଡବିଲ ସବ୍ ଜେଲ ଆମ୍ବୁଲାନ୍ସରେ ଚାଲିଛି ଚାଉଳ ବୁହା, ଅଧିକାରୀ କହିଲେ କଛି ଅସୁବିଧା ନାହିଁ। ସରକାରଙ୍କ ପକ୍ଷରୁ ଯେଉଁସବୁ ସରକାରୀ ସ୍ଥାନରେ ଆମ୍ବୁଲାନ୍ସ ର ଅତ୍ୟାବଶ୍ୟକ ରହିଛି ସେ ସବୁ ସ୍ଥାନରେ ସରକାରଙ୍କ ପକ୍ଷରୁ ଆମ୍ବୁଲାନ୍ସ…

ରତନ ବଜାର ପୂଜା ପ୍ରତିଷ୍ଠାନ ତରଫରୁ ମା’ଲକ୍ଷ୍ମୀ ଙ୍କ ଶୁଭମାଟି ଅନୁକୂଳ

ରତନ ବଜାର ପୂଜା ପ୍ରତିଷ୍ଠାନ ତରଫରୁ ମା’ଲକ୍ଷ୍ମୀ ଙ୍କ ଶୁଭମାଟି ଅନୁକୂଳ ଢେଙ୍କାନାଳ, ୨୬/୯: ଢେଙ୍କାନାଳ ସହର ରତନ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ଆଜି ସୁନିଆ ଅବସରରେ ସ୍ଥାନୀୟ ବ୍ରାହ୍ମଣୀ ନଦୀ କୂଳ କମଗରା ଠାରୁ ଘଂଟବାଦ୍ୟ ସହ ପୂଜାଅର୍ଚ୍ଚନା…