Month: November 2023

ବଡ଼ବିଲ ମହାବିଦ୍ୟାଳୟ ରେ ଝୋଟି ଓ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ।

କେନ୍ଦୁଝର ଜିଲ୍ଲାର ବଡବିଲ ପୌରାଞ୍ଚଳ ରେ ଥିବା ବଡବିଲ ମହାବିଦ୍ୟାଳୟ ରେ ଝୋଟି ଓ ରଙ୍ଗୋଲୀ ପ୍ରତିଯୋଗିତା ମହାବିଦ୍ୟାଳୟ ପକ୍ଷରୁ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ପ୍ରତିଯୋଗିତା ରେ ବଡବିଲ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ…

ନିଖୂଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ଜିଲ୍ଲା କମିଟି ବୈଠକ

ଢେଙ୍କାନାଳ: ଢେଙ୍କାନାଳ ସହରସ୍ଥିତ କୈବଳ ବଜାର ଅନ୍ତର୍ଗତ ଦଧୁବାମନ ମଠ ପ୍ରାଙ୍ଗଣରେ ନିଖିଳ ଓଡିଶା ଅଙ୍ଗନଓ୍ବାଡି କର୍ମୀ ସଂଘର ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ ହୋଇଯାଉଅଛି । ଉକ୍ତ ବୈଠକରେ ମୁଖ୍ୟ ଆଲୋଚ୍ୟ ବିଷୟ ଥୁଲା ଯେ, ଆସନ୍ତା ନଭେମ୍ବର ୨୬,୨୭…

ତପୋବନ ମହିମା ମେଳା ରେ ସାମିଲ୍ ହେଲେ ସହସ୍ରାଧିକ ଶ୍ରଦ୍ଧାଳୁ

ଢ଼େଙ୍କାନାଳ – ଜଗତର କଲ୍ୟାଣ ପାଇଁ ଚାଲିଅଛି ତପୋବନ ମହିମା ମେଳା। ଶ୍ରୀମଦ୍ ରଘୁନାଥ ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ପ୍ରଶାସନର ସହଯୋଗ ରେ ମହିମା ପୀଠ କମିଟି ତଥା ସ୍ଥାନୀୟ ଲୋକମାନଙ୍କର ସକ୍ରୀୟ ସହଯୋଗ ରେ ପବିତ୍ର କାର୍ତ୍ତିକ ମାସର…

ଜଗତସିଂହପୁର ଜ଼ିଲ୍ଲା କୁମ୍ଭକାର ମହାସଂଘ ପକ୍ଷରୁ ରଘୁନାଥପୁର ବ୍ଲକ ର ପ୍ରଥମ ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ଜଗତସିଂହପୁର ତା 22/11/23 ଜଗତସିଂହପୁର ଜ଼ିଲ୍ଲା କୁମ୍ଭକାର ମହାସଂଘ ପକ୍ଷରୁ ରଘୁନାଥପୁର ବ୍ଲକ ସ୍ୱର୍ଗବ୍ରହ୍ମପୁର ଠାରେ ପ୍ରଥମ ସାଙ୍ଗଠନିକ ବୈଠକ ଓ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ ରଘୁନାଥପୁର ବ୍ଲକ ସଂଯୋଜକ ଅଭିମନ୍ୟୁ ବେହେରା ଙ୍କ…

ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ସାମ୍ବାଦିକ ସମ୍ମିଳନୀ

ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ପୋଖରିବନ୍ଧ ଠାରେ ମା ହିରାନିଳା ଡ଼ିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ସାହୁ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରିଥଲେ। ସୁଚନା ଥାଉକି ଚଳିତ ମାସ 20 ତାରିଖରେ ମା ହିରାନିଳା ସଂଗ୍ରାମ…

ଢେଙ୍କାନାଳରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ

ବିଶ୍ବ ମତ୍ସ୍ୟ ଦିବସ ଉପଲକ୍ଷେ ଆଜି ପୂର୍ବାହ୍ନରେ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ତରଫରୁ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ସଂଗ୍ରାମ…

ବିଜେପି ପକ୍ଷରୁ ଟାଙ୍ଗୀ – ଚୌଦ୍ଵାର ବ୍ଲକ ଅଫିସ ଘେରାଉ

କଟକ – ରାଜ୍ୟ ସରକାରଙ୍କ ଦୁର୍ନୀତି ଭ୍ରଷ୍ଟାଚାର ଓ ଟାଙ୍ଗୀ – ଚୌଦ୍ଵାର ବ୍ଲକରେ ହେଉଥିବା ପିସି କାରବାର ବିରୁଦ୍ଧରେ ଭାଜପା ସାଲେପୁର ମଣ୍ଡଳ ତରଫରୁ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଟକ ଜିଲ୍ଲା ବିଜେପି ସଭାପତି…

ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଅଁଳା ନବମୀ ଓ ରାଧା ପାଦ ଦର୍ଶନ ଉତ୍ସବ ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଅଁଳା ନବମୀ ଓ ରାଧା ପାଦ ଦର୍ଶନ ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ ରୁ ବିଭିନ୍ନ ପ୍ରକାରର ଭୋଗ ଧୂପ ଦୀପ ଲାଗି ରାଧାଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା।…

ରାଜ୍ୟ ସରକାର ଙ୍କର ରାଜ୍ୟସ୍ୱ ବିଭାଗ ସ୍ଥିତିବାନ ଜାଗାକୁ ପାଉତି କାଟିବା ବନ୍ଦ କରିଥିବାରୁ। ରାଜ୍ୟ ସରକାର ଙ୍କ ବିରୋଧରେ ,୨୯ ମୌଜା ର ମହିଳା ଓ ପୁରୁଷମାନେ ରାଜ୍ୟସ୍ୱ ବିଭାଗ ଅଫିସ୍ ସମ୍ମୁଖରେ ଆଭରଣ ଅନଶନ।

Place – Jajpur ଯାଜପୁର ସୁକିନ୍ଦା ତହସିଲ ଅନ୍ତର୍ଗତ ଡ଼ୁବୁରୀ ରାଜ୍ୟ ସରକାର ଙ୍କ ରାଜ୍ୟସ୍ୱ ବିଭାଗ ଅଫିସ୍ ସମ୍ମୁଖରେ ମହିଳାଙ୍କ ସାମୁହିକ ଉପବାସ ଅନଶନ। ସୂଚନା ମୁତାବକ ରାଜ୍ୟ ସରକାର ଙ୍କ ର ଡ଼ୁବୁରୀ ରାଜ୍ୟସ୍ୱ ବିଭାଗ ଅଫିସ୍ ସମ୍ମୁଖରେ…

ବ୍ୟାସନଗର ସହରର ଗଣପର୍ବ କାଳୀପୂଜାର ୧୬ଗୋଟି ପୂଜାମଣ୍ଡପରେ ମା’ଙ୍କୁ ଦର୍ଶନ କଲେ ଆକାଶ

ବ୍ୟାସନଗର, ୨୧/୧୧ : ଓଡିଶା ପ୍ରସିଦ୍ଧ ବ୍ୟାସନଗରର ଗଣପର୍ବ ମା’ କାଳୀପୂଜା ଧୂମ୍‍ଧାମ୍‍ ରେ ଚାଲିଅଛି । ସାରା ସହର ଆଲୋକମାଳାରେ ସୁସଜ୍ଜିତ ହୋଇ ଝଲସୁଛି । ମା’ଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାରହଜାର ଭକ୍ତ ଭିଡ ଜମାଉଛନ୍ତି । ଚଳିତବର୍ଷ…