Month: January 2024

ମକର ପର୍ବ ରେ ଶବରବାସୀ ଙ୍କୁ ନୂତନ ବସ୍ତ୍ର ଉପହାର ଦେଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ

ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟଚ୍ଛେଲା ପଞ୍ଚାୟତରେ ଥିବା ଜଙ୍ଗଲଘେରି ଗ୍ରାମରେ ଅତ୍ୟନ୍ତ ଦୁର୍ଦ୍ଦଶାରେ ବାସକରନ୍ତି ପାଖାପାଖି ୫0ରୁ ଉର୍ଦ୍ଧ ପରିବାର। ଶୀତଦିନେ ଛୋଟ ମାଟି କୁଡିଆ ଘରେ ବସବାସ କରିବା ଅତ୍ୟନ୍ତ କଷ୍ଟକର…

କେନ୍ଦୁଝର ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କୁ ସ୍ୱାଗତ

ଆଙ୍କର:-କେନ୍ଦୁଝର ସହରର ୧୬ନଂଓ୍ବାର୍ଡ ର କରଞ୍ଜିଆ ବସ ଷ୍ଟାଣ୍ଡ ଠାରେ କେନ୍ଦୁଝରଗଡ଼ ପୌରପାଳିକା ଦ୍ୱାରା ଆୟୋଜିତ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା। କ୍ଷେତ୍ର ପ୍ରଚାର ଅଧିକାରୀ ତଥା ବିକଶିତ ଭାରତ ସଂକଳ୍ପ ଯାତ୍ରା ର ନୋଡାଳ ଅଫିସର ପାର୍ଥସାର୍ଥୀ ମଲ୍ଲିକ…

ଗୋଲାମୁଣ୍ଡା ଠାରେ ଦ୍ଵିତୀୟ ପର୍ଯ୍ୟାୟ ଏକଦିନିଆ କଳାକାର କର୍ମଶାଳା ଉଦଯାପିତ

ଗୋଲାମୁଣ୍ଡା, ୨୦/୦୧: ଗୋଲାମୁଣ୍ଡା ସର୍ବମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ଓଡ଼ିଶା ର ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ ବ୍ଲକ୍ ସ୍ତରୀୟ ଦ୍ଵିତୀୟ ପର୍ଯ୍ୟାୟ ଏକଦିନିଆ କର୍ମଶାଳା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷମିତା…

କପାଶିରା ଗ୍ରାମ ରେ ଶ୍ରୀଗୁରୁ ଭାଗବତ ପାରାୟଣ

ଅମ୍ବାଭୋନା ୨୨/୧/୨୪ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର କପାଶିରା ଗ୍ରାମ ରେ ସାଇ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଗୁରୁ ଭାଗବତ ପାରାୟଣ ହୋଇଯାଇଛି। ଆଜି ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ଏବଂ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ, ଲକ୍ଷ୍ମଣ…

ବାଲିଗୁଡାରେ ନେତାଜୀ ଓ ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ

ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶଭକ୍ତ, ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମହାସମାରୋହରେ…

ଯାଜପୁର ଜିଲ୍ଲାରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ୍

ଯାଜପୁର ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଡଃ ଶୁଭଙ୍କର ମହାପାତ୍ର ଯୋଗଦେଇଥିବା ପ୍ରକାଶ। ସେ ପୃର୍ବରୁ ରାଉରକେଲା ମ୍ୟୁନିସିପାଲ କର୍ପୋରେସନର ଅଧ୍ୟକ୍ଷ, ରାଉରକେଲା ଏଡିଏମ୍, ରାଉରକେଲା ଉନ୍ନୟନ ପ୍ରାଧିକରଣର ସମ୍ପାଦକ ଓ ରାଉରକେଲା ସ୍କାର୍ଟ ସିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

କଂଗ୍ରେସ ପ୍ରଭାରୀଙ୍କୁ ମଟର ସାଇକେଲ ଶୋଭାଯାତ୍ରାରେ ସ୍ଵାଗତ: ଓଡିଶା ର ଅସ୍ମିତା କୁ ନେଇ କଲେ ପ୍ରଶ୍ନ କଲେ :ଅଜୟ କୁମାର

ବାଲିଗୁଡା ,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସଭାଗୃହ ଠାରୁ ସ୍ଵାଗତ କରିବା ସହ ଇଣ୍ଡିଆନ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ…

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ବାଲିଗୁଡା, (ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହୋତ୍ସବ ବାଲିଗୁଡା ସ୍ଥିତ ମିନିଷ୍ଟାଡିୟମ ଠାରେ ମହାସମାରୋହରେ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରେ ସ୍ଥାନୀୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ନୂଆହତା ପଞ୍ଚାୟତରେ ବୁଲିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ଅର୍ପଣ ରଥର ।

ରଥ କୁ ବନ୍ଦାପନା କରି ନିଜ ନିଜର ଭକ୍ତି ଅର୍ଘ୍ୟ ଗୁଆ ଚାଉଳ ପଠାଇଲେ ଭକ୍ତବୃନ୍ଦ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ଅର୍ପଣ ରଥ ଭ୍ରମଣ ଆରମ୍ଭ ହୋଇଛି। ଏହିପରି ରଥ ଅନୁଗୋଳ…

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନିସପେକ୍ଟର

ତାଳଚେର ଟ୍ରାଫିକ ଇନିସପେକ୍ଟର ଜିତେନ୍ଦ୍ର ବେହେରା ଙ୍କ ପାଖରୁ ନଗଦ ଏଗାର ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ଇନିସପେକ୍ଟର ଜିତେନ୍ଦ୍ର ତାଳଚେର ରୁ ଅସ୍ତରଙ୍ଗ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ଜିତେନ୍ଦ୍ରଙ୍କ ଗାଡ଼ିରେ ଚଢାଉ…