Month: March 2024

ଚାକିରୀ ନିୟମିତ କରିବା ପାଇଁ ଦାବୀ ପତ୍ର ପ୍ରଦାନ

ସ୍ୱାସ୍ଥ୍ୟ ମିସନ ଙ୍କୁ ବାରମ୍ବାର ଅଣଦେଖା ଅଭିଯୋଗ 5t ଅଧ୍ୟକ୍ଷଙ୍କ ବଚନ ପାଣିରେ ଗାର ଟାଣି ଆସୋଶ୍ୟାନା ଦେବା ସହ ସମାନ ବୋଲି ଅଭିଯୋଗ ଆଣିଲେ ସ୍ୱାସ୍ଥ୍ୟ ମିସନ କର୍ମଚାରୀ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ଚାକିରୀ ନିୟମିତ…

ବିବାହିତ ମହିଳା ଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ର ନୂଆହତା ଗ୍ରାମ ପଞ୍ଚାୟତ ରେ ରାତି ଅଧରେ ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ସୁନା ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ। ଅଭିଯୋଗ କାରିଣୀ ଜଣଙ୍କ ହେଲେ ସାଗର ପ୍ରସାଦ ଜେନାଙ୍କ ଧର୍ମପତ୍ନୀ ତ୍ରିବେଣୀ ଜେନା।…

ସାମ୍ବାଦିକଙ୍କ ଘରେ ପଶି ଆତଙ୍କ ସୃଷ୍ଟି କରୁଛନ୍ତି ସରପଞ୍ଚ , ଦୁର୍ନୀତି ଚରମ ସୀମାରେ ପହଞ୍ଚି ଓ ଆଇନକୁ ବେଖାତିର କରି ଆକ୍ରମଣ , ଘଣ୍ଟ ଘୋଡ଼ାଉଛି ପୋଲିସ୍

ଓଡ଼ିଶାରେ ଚଳିତ ବର୍ଷ ବିଧାନ ସଭା ଓ ଲୋକ ସଭା ନିମନ୍ତେ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି। ଏହା ସତ୍ତ୍ବେ ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଟୋପ ଗ୍ରାମ ପଞ୍ଚାୟତ ସରପଞ୍ଚ…

କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଟ୍ରେନ ଲାଇନ ପ୍ରକଳ୍ପ କୁ ବିରୋଧ କରି ଆଜି ୨୪ ଘନ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ପାଳନ କରୁଛି

କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ କେନ୍ଦୁଝର ଶୁଆକାଟି ସ୍ଥିତ ଓଏମସି ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ସାଇଡିଂ ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପ କୁ ବିରୋଧ କରି ଆଜି ସକାଳ ୬ ଟା ଠାରୁ ଆସନ୍ତାକାଲି ସକାଳ ୬…

ବାଜିଲା ନିର୍ବାଚନୀ ବିଗୁଲ୍…ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ

ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): ବାଜିଲା ନିର୍ବାଚନୀ ବିଗୁଲ୍। ତେଜିଲା ଟିକେଟ୍ କସରତ। ବିଜେଡି, ବିଜେପି, କଂଗ୍ରେସ। ଦକ୍ଷ ପ୍ରାର୍ଥୀ ବାଛିବାରେ ଲାଗି ପଡ଼ିଛନ୍ତି ତିନି ଦଳ। ସର୍ଭେ ରିପୋର୍ଟ ଆଧାରରେ ଅଙ୍କ କଷୁଛନ୍ତି ଶୀର୍ଷ ନେତୃତ୍ୱ। ମହିଳା, ଯୁବ ଓ ବରିଷ୍ଠଙ୍କୁ…

ବାଲିଗୁଡା ନିର୍ବାଚନ ମଣ୍ଡଳୀ : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର

ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ବାଲିଗୁଡା ବିଧାନସଭା କ୍ଷେତ୍ରଟି ମେ ୨୦ ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଏବେ ବିଭିନ୍ନ ଦଳ ସେମାନଙ୍କ ରଣନୀତି ର ପେଢି…

ମନ୍ମଥ ବାରିକ ଜଗତସିଂହପୁର ଜ଼ିଲ୍ଲା ଟାଇକୋଣ୍ଡା ସଂଘ ଜ଼ିଲ୍ଲା ସମ୍ପାଦକ ଭାବେ ମନୋନୀତ

ଜଗତସିଂହପୁର ତା =16/3/24 ଓଡିଶା ତାଇକୋଣ୍ଡା ସଂଘ ତରଫରୁ ପୁରୀ ସଂସ୍କୃତି ଭବନ ପରିସରରେ ବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଜାତୀୟ ତାଇକୋଣ୍ଡା ମହାସଂଘ ଯୁଗ୍ମ ସମ୍ପାଦକ ଅଜୟ କୁମାର…

ଦେଶର ସାଧାରଣ ନବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି

#ନୂଆଦଲ୍ଲୀ(ଏନ.ଏନ.): ଦେଶର ସାଧାରଣ ନବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଓ ଦୁଇ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି…

ଶାଳବଣି ରୁ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମାହତ୍ୟା ସନ୍ଦେହ

ଅନୁଗୋଳ ସଦର ଥାନା ଅନ୍ତର୍ଗତ ନୂଆ ବାଇପାସ୍ ଶାଳବଣି ଅଞ୍ଚଳରେ ଥିବା ଏକ ଜମ୍ବୁ ଗଛ ରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି ପୋଲିସ । ସୂଚନା ଯେ, ବେନ୍ତପୁର ପଞ୍ଚାୟତ ର ମୁଣ୍ଡହତା ର ବସନ୍ତ ନାଏକ…

ନିର୍ମାଣାଧୀନ ଜାତୀୟ ରାଜପଥ ବାଇପାସ ରାସ୍ତାରେ ମୃତଦେହ ଉଦ୍ଧାର

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ଦେଇ ନିର୍ମାଣ କାର୍ଯ୍ୟ ଚାଲିଥିବା ବାଇପାସ୍ ରାସ୍ତା ରେ ଆଜି ଏକ୍ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ର ସୂଚନା ମୁତାବକ ମୃତବ୍ୟକ୍ତି ଜଣଙ୍କ ହେଲେ ନୂଆହତା…