Month: March 2024

ତୁଳସୀପାଳରେ ଚଉଦଳ ଯାତ୍ରା ପାଳନ

ବଅଁରପାଳ,୨୯.୩- ଏହି ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମ ଗୋଡ଼ିସାହି ଦଣ୍ଡାଆମ୍ବୁରି ସ୍ଥିତ ଦୋଳମଣ୍ଡପରେ ଚଉଦଳ ଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ ହୋଇଯାଇଛି l ଯାତ୍ରାର ପୂର୍ବଦିନ ଚଉଦଳ ଯାତ୍ରା କମିଟି ପକ୍ଷରୁ ଗ୍ରାମର ଅକ୍ଷୟ କୁମାର ବିଶୋଇଙ୍କ ବାସଭବନରେ ଅଧିଷ୍ଠିତ…

ପୁରାଣ ବର୍ଣ୍ଣିତ ଶବର କନ୍ୟା ଲଳିତା ଓ ବିଦ୍ୟାପତି ଙ୍କ ମିଳନ ସ୍ଥଳୀ ଦୋମୁହିଁ କୁ ପର୍ଯଟନ ସ୍ଥଳୀ ମାନ୍ୟତା ପାଇଁ ଦାବୀ

ନୟାଗଡ଼ ଜିଲ୍ଲାରେ ଅବସ୍ଥିତ କଣ୍ଟିଲୋ ନିକଟ ରେ ଥିବା କାଳିଆପଲ୍ଲୀ ଗ୍ରାମ ର ଅଧିବାସୀ ମାନେ ହେଉଛନ୍ତି ଶବର ସମ୍ପ୍ରଦାୟ ର। ଏହି ସମ୍ପ୍ରଦାୟ ଶବର ରାଜା ବିଶ୍ଵାବସୁ ଙ୍କର ବଂଶଧର ବୋଲି ସ୍ଥାନୀୟ ଲୋକମାନେ କୁହନ୍ତି। ଆମେ ଆଗରୁ ପୁରାଣ…

ରାସ୍ତା ନାହିଁ ତ ଭୋର୍ଟ ନାହିଁ ନାରା ରେ କାଁପୁର ଭୋଇ ସାହି ବାସିନ୍ଦା ଏକାଠି

ଜଗତସିଂହପୁର, ଦେଶ ସ୍ୱାଧୀନ ହେବାର 76ବର୍ଷ ବିତିଯାଇଥିଲେ ମଧ୍ୟ୍ୟ କାଁପୁର ଭୋଇ ସାହିକୁ ଯାତାୟତ କରିବାକୁ ରାସ୍ତାଟିଏ ନାହିଁ | ଯେଉଁଥି ପାଇଁ ଭୋଇ ସାହିର ଶତାଧିକ ଜନ ସାଧାରଣ ବନ୍ଦୀ ଅବସ୍ଥାରେ ବସବାସ କୁରୁଛନ୍ତି | ଅନେକ ଦିନ ହେବ…

ଭାଲୁପାଲି ରେ ୨୪ପ୍ରହରୀ ନାମଯଜ୍ଞ

ବରଗଡ ଜିଲ୍ଲା ଅତାବିରା ଏନ୍ଏସି ୱାର୍ଡ :-୩ ରେ ଗୁରୁବାର ଦିନ ଠାରୁ ୨୪ପ୍ରହରୀ ନାମଯଜ୍ଞ ପାଇଁ ଗାଁରେ ଥିବା ମହାଦେବ ମନ୍ଦିର ନିକଟସ୍ଥ ଭାଲୁକଣ୍ଟା ହୁଡ଼ାରେ ସୁବିଜ୍ଞ ପଣ୍ଡିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ପୂର୍ବକ ଏକ ବିଶାଳ ଶୋଭାଯାତ୍ରା କର୍ତ୍ତା…

ଗାଁ ଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ

ଗାଁ ଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ: ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ହୋcଲି ପର୍ବ ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): ଆଜି ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର…

ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

ଅନୁଗୋଳ ୨୪.୦୩- ଆଜି ପୂର୍ବାହ୍ନରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ଠାରେ “ବିଶ୍ଵ ଯକ୍ଷ୍ମା ଦିବସ” ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ମୁଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ବିହାରୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣ…

୧୩ ଶମ୍ଭୁ ମିଳନ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଡ଼.ରୀନା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ଏପ୍ରିଲ ୭ ତାରିଖ ରେ ଆୟୋଜିତ ହେବାକୁ ଥିବା ତେର ଶମ୍ଭୁ ମିଳନ…

ଶ୍ରୀ ଅମ୍ରିତ ଋତୁରାଜ ଢେଙ୍କାନାଳର ନୂତନ ଜିଲ୍ଲାପାଳ

ଢେଙ୍କାନାଳ,୨୩ା୩: ଢେଙ୍କାନାଳର ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଅମ୍ରିତ ଋତୁରାଜ (ଆଇଏଏସ) ଆଜି ଯୋଗଦେଇଛନ୍ତି ।ସେ ସନ୍ଧ୍ୟାରେ ଦାୟିତ୍ବ ଗ୍ରହଣ କରିଛନ୍ତି । ସମସ୍ତ ଅଧିକାରୀ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀ ଋତୁରାଜ ୨୦୧୫ ବ୍ୟାଚ…

ଆରପାରିରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ

ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଆଜି ସକାଳେ ଇହଲିଳା ସମ୍ବରଣ କରିଛନ୍ତି। ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ଗୁରୁତର ଅବସ୍ଥାରେ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି…

ସାଧାରଣ ନିର୍ବାଚନ–୨୦୨୪ ନିମନ୍ତେ ଆଇ.ଟି.ପ୍ରଶିକ୍ଷଣ ଶିବିର ଆୟୋଜିତ

ଅନୁଗୋଳ,ତା. ୨୧.୦୩ :- ସାଧାରଣ ନିର୍ବାଚନ-୨୦୨୪ ର ସଫଳ ପରିଚାଳନା ନିମନ୍ତେ ଏକ ଆଇ ଟି (ସୂଚନା ଓ ପ୍ରଯୁକ୍ତ) ପ୍ରଶିକ୍ଷଣ ଶିବିର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ ଏମ୍ ଅଖ୍ତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି…