Month: November 2024

ପ୍ରଫୁଲ୍ଲ ପାଠାଗାର ପରିସରରେ ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ 65 ତମ ଜୟନ୍ତୀ ପାଳିତ

ପ୍ରଫୁଲ୍ଲ ପାଠାଗାର ପରିସରରେ ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ 65 ତମ ଜୟନ୍ତୀ ପାଳିତ ଜଗତସିଂହପୁରତା =13/11/24ଜଗତସିଂହପୁର ସାରସ୍ୱତ ପରିଷଦ ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ 65 ତମ ଜନ୍ମ ଜୟନ୍ତୀ ପ୍ରଫୁଲ୍ଲ ପାଠାଗାର…

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ରାୟଗଡ:-13/11/2024: – ରାୟଗଡ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପତୁଆରି ଙ୍କ ଅଧ୍ୟକ୍ଷତା ରେ ଆଜି ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ସମନ୍ୱୟ…

ଜାନୁଆରୀ ମାସରେ ଦିଆଯିବ ନୂଆ ରାସନ କାର୍ଡ : ମନ୍ତ୍ରୀ

ଭୂବନେଶ୍ୱର, ୧୩/୧୧ : ଜାନୁଆରୀ ମାସରେ ଲୋକମାନଙ୍କୁ ମିଳିବ ନୂଆ ରାସନ କାର୍ଡ। ଆଜି ଏନେଇ ସୂଚନ ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଗତ ଜୁଲାଇରେ ଆରମ୍ଭ ହୋଇଥିବା ଇ-କେୱାୟିସି ଚଳିତ…

୭୫ କେଜି ଗଞ୍ଜେଇ, କିଆ ସୋନେଟ ଗାଡି ସହ ଦୁଇ ଅଭିଯୁକ୍ତ ଗିରଫ

୭୫ କେଜି ଗଞ୍ଜେଇ, କିଆ ସୋନେଟ ଗାଡି ସହ ଦୁଇ ଅଭିଯୁକ୍ତ ଗିରଫ ଅବକାରୀ ବିଭାଗ ଆଖିରେ ଚକମା ଦେବାରେ ସୌଖୀନ ଗାଡି ହେଲା ବିଫଳ ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ଅନୁଗୋଳ ଅବକାରୀ ନିରୀକ୍ଷକ…

ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ : ବାଜିପାରେ ୬ ପ୍ରସ୍ତାବ ଉପରେ ମୋହର

ଭୂବନେଶ୍ୱର, ୧୩/୧୧ : ଆଜି ଅପରାହ୍ନ ୪ଟା ସମୟରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍‌ ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର…

୧୪ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ : ଜଣେ ଗିରଫ

ଭୂବନେଶ୍ୱର, ୧୩/୧୧ : ସମ୍ବଲପୂର ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରି ୧୪୦ ଗ୍ରାମ ବେଆଇନ ବ୍ରାଉନ ସୁଗାର ଜବତ ହୋଇଛି । ଘଟଣାରେ ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଏସକେ ସବିର ନାମକ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଜବତ ବେଆଇନ…

ଲକ୍ଷ୍ମୀଙ୍କ ସମ୍ମୁଖରେ ରାସ ଉତ୍ସବ ମହା ଆଡ଼ମ୍ବରରେ ପାଳନ

ଢେଙ୍କାନାଳ: ମିନା ବଜାର ମଉଡ଼ ମଣୀ ରାଜ ଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମିନା ବଜାର ଦଧି ବାବନ ମନ୍ଦିର ଜିଉ ପରିସର ରେ ଥିବା ଲକ୍ଷ୍ମୀଙ୍କ ସମ୍ମୁଖରେ ରାସ ଉତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା। ୧୧ ତାରିଖ ଦିନ…

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ଭୂବନେଶ୍ୱର, ୧୩/୧୧ : ଖୋର୍ଦ୍ଧା ବିଇଓଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ କନିଷ୍ଠ କିରାଣୀ ପ୍ରଦୀପ୍ତ କୁମାର ସାହୁ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି । ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଚମ୍ପାଝର ଏମ ଇ ସ୍କୁଲ…

ଦକ୍ଷତା ବିକାଶ ପାଇଁ ‘ସୁରଭି’ ଏକ ପ୍ଲାଟଫର୍ମ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୂବନେଶ୍ବର: ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଭୁବନେଶ୍ଵର ୟୁନିଟ-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପରିସରରେ ଏହି ସମାରୋହ ଉଦ୍‌ଘାଟିତ ହୋଇଛି। ଶିଶୁ ଦିବସ ପରିପ୍ରେକ୍ଷୀରେ ଆୟୋଜିତ ଏହି ସମାରୋହ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ।…

ଢେଙ୍କାନାଳ:ସଦର ବ୍ଲକ ରଞ୍ଜା ଗ୍ରାମ ରେ ଶ୍ରୀ ଶ୍ରୀ ରାମେଶ୍ବର ମନ୍ଦିର ରେ ୧୪ତମ କାର୍ତିକେଶ୍ୱର ପୂଜା ଅନୁଷ୍ଠିତ

ଢେଙ୍କାନାଳ:ସଦର ବ୍ଲକ ରଞ୍ଜା ଗ୍ରାମ ରେ ଶ୍ରୀ ଶ୍ରୀ ରାମେଶ୍ବର ମନ୍ଦିର ରେ ୧୪ତମ କାର୍ତିକେଶ୍ୱର ପୂଜା ଅନୁଷ୍ଠିତ ହୋଯାଇଅଛି।୧୧ ତାରିଖ ଦିନ ଅଧିବାସ ପୂଜା ଆରମ୍ଭ ହୋଇଥିଲା। ୪ ଦିନ ଧରି ଚାଲିବ ଏହି ପୂଜା। ପ୍ରତେକ ଦିନ ମଣ୍ଡଳ…