ଦଧିବାମନ ମହାବିଦ୍ୟାଳୟର ୧୯୯୪ବ୍ୟାଚ୍ ର ବନ୍ଧୁ ମିଳନ
ଦଧିବାମନ ମହାବିଦ୍ୟାଳୟର ୧୯୯୪ବ୍ୟାଚ୍ ର ବନ୍ଧୁ ମିଳନ ଅଦ୍ୟ ତା ୨୭/୧୨/୨୦୨୪ ଶୁକ୍ରବାର ଦିନ ଭଟଲି ଶ୍ୟାମ ବିହାରୀ ମନ୍ଦିର ର ଉଦ୍ୟାନରେ ଦଧିବାମନ ମହାବିଦ୍ୟାଳୟ ଭଟଲି ୧୯୯୪ ବ୍ୟାଚ୍ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଦୀପ ଅଗ୍ରୱାଲା, ହିରାଲାଲ…
