ନାଲକୋର ନୂଆ ମାନବ ସମ୍ବଳ ନିର୍ଦ୍ଦେଶକ ହେଲେ ତାପସ ପଟ୍ଟନାୟକ
ଭୁବନେଶ୍ଵର, ୦୪/୦୧ : କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର ନୂତନ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ ଡ.ତାପସ କୁମାର ପଟ୍ଟନାୟକ ଦାୟିତ୍ତ୍ଵ ଗ୍ରହଣ କରିଛନ୍ତି। ଏହା ପୂର୍ବରୁଡ.ପଟ୍ଟନାୟକ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ…
