Month: February 2025

ଓଡିଶା ପାଇଲା ୩ ସ୍ୱର୍ଣ୍ଣ ୧ ରୌପ୍ୟ

ଭୂବନେଶ୍ବର: ଚଣ୍ଡିଗଡ ଠାରେ ଖେଳାଯାଇଥିବା ସର୍ବ ଭାରତୀୟ ସିଭିଲ ସର୍ଭିସ ଆଥେଲେଟିକ୍ସ ଚାମ୍ପିୟନସିପରେ ଓଡିଶାର ଚମତ୍କାର ପ୍ରଦର୍ଶନ । ଫେବୃଆରୀ ୧୯ ରୁ ୨୧ ମଧ୍ୟରେ ଖେଳାଯାଇଥିବା ଆଥେଲେଟିକ୍ସ ଚାମ୍ପିୟନସିପରେ ଓଡ଼ିଶାକୁ ପ୍ରଯତ୍ନ ବରାଳ ଅଧିନାୟକତ୍ଵ କରିଥିଲେ । ମହିଳା ବର୍ଗରେ…

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ପରିବାର ସଦସ୍ୟ ଫେରାର

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ପରିବାର ସଦସ୍ୟ ଫେରାର କଟକ ଜିଲ୍ଲା ଅନ୍ତର୍ଗତ ଟାଙ୍ଗି ଥାନା ଜରିପଡା ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରେ ଜଣେ ମହିଳା ଙ୍କ ମହିଳା ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ବନ୍ଦ ଘରେ ମୃତ ମହିଳା…

ଜଳଧରଙ୍କ ପାଇଁ ପୋଖରୀ ଗାଧୁଆ ହେଲା ଶେଷ ଗାଧୁଆ।କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ଗାଧୋଇବାକୁ ଯାଇ ପୋଖରୀରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ

ଜଳଧରଙ୍କ ପାଇଁ ପୋଖରୀ ଗାଧୁଆ ହେଲା ଶେଷ ଗାଧୁଆ।କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ଗାଧୋଇବାକୁ ଯାଇ ପୋଖରୀରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଚଉଠିଆ ଗ୍ରାମର ୫୫ ବର୍ଷିୟ…

କାହିଁକି ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ବାଛିଲା ବିଜେପି?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା । ସୁଷମା ସ୍ବରାଜ, ଶିଲା ଦୀକ୍ଷିତ, ଅତିସିଙ୍କ ପରେ ଚତୁର୍ଥ ମହିଳା ଭାବେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ ବି ରେଖା ଗୁପ୍ତା…

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ

ଭୂବନେଶ୍ବର: ଦିଲ୍ଲୀରେ ଦୀର୍ଘ ୨୭ ବର୍ଷ ପରେ ବିଜେପି ସରକାର ଗଠନ କରିଛି । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ରେଖା ଗୁପ୍ତା । ଏହି ଅବସରରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଭେଟିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ…

ବିଜୁ ପଟ୍ଟନାୟକ ବିମାନବନ୍ଦରେ ଖୁବଶୀଘ୍ର ଆରମ୍ଭ ହେବ ଟର୍ମିନାଲ-୩

ଭୂବନେଶ୍ୱର: ଖୁବଶୀଘ୍ର ତୃତୀୟ ଟର୍ମିନାଲ ଆରମ୍ଭ କରିବାକୁ ଯାଉଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ଆଗାମୀ ୨ରୁ ୩ ମାସ ମଧ୍ୟରେ ଟର୍ମିନାଲ ୩ର ନିର୍ମାଣ କାର୍ଯ୍ୟ ୩୦ ହଜାର ବର୍ଗ ମିଟର ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ।…

ଡାକ୍ତରଖାନାରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଗୁରୁବାର କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ଶୁକ୍ରବାର ଦିନ ଡିସଚାର୍ଜ କରାଯାଇପାରେ ବୋଲି ସୂଚନା ମିଳିଛି । ସାର୍ ଗଙ୍ଗାରାମ ହସ୍ପିଟାଲର…

କଟକରେ ଜାତୀୟ ସିନିୟର କବାଡ଼ି ଚାମ୍ପିଅନସିପ୍‌ : ଭାଗ ନେବେ ୩୪ ଦଳ

କଟକ – ୨୧ /୦୨ : ଆଜିଠୁ କଟକ ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଜାତୀୟ ସିନିୟର କବାଡ଼ି ଚାମ୍ପିଅନ୍‌ସିପ୍‌ ଆରମ୍ଭ ହେବ । ଷ୍ଟାଡିୟମ୍‌କୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି ।ଉଦ୍‌ଘାଟନୀ କାର୍ଯ୍ୟକ୍ରମର ମାହୋଲରେ କମ୍ପିତ ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌…

ପୋଲିସ ପକ୍ଷରୁ ଚଢ଼ାଉ : ଡବା ଅସଲି କିନ୍ତୁ ଭିତରେ ନକଲି ଘିଅ

ଭୂବନେଶ୍ୱର, ୨୦/୦୨ : ଓମଫେଡ ଡବା ଦେଖି ଘରକୁ ଘିଅ ନେଉଛନ୍ତି ଲୋକେ । କିନ୍ତୁ ସେମାନେ ଯେ ଠକାମିର ଶିକାର ହେଉଛନ୍ତି ସେକଥା ଜାଣି ନାହାନ୍ତି । ଘିଅ ନାଁରେ ହେଉଛି ଭେଜାଲ । ଓମଫେଡ ଘିଅର ନାଁ ଭଲ…

ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ

ଭୂବନେଶ୍ୱର, ୨୧/୦୨ : ଆଜି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ରାଜ୍ୟର ୩୧୩୩ ଟି ସେଣ୍ଟରରେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଆଜି ପ୍ରଥମ ଦିନରେ ପ୍ରଥମ ଭାଷା ପରୀକ୍ଷା…

You missed