Month: February 2025

କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ? ବସିବ ବିଜେପି ବିଧାୟକ ଦଳ ବୈଠକ

ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ? ଏନେଇ କଳ୍ପନା ଜଳ୍ପନା ଜାରି ଥିବାବେଳେ ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ। ଏଣୁ ଯେ କୌଣସି ମୁହୂର୍ତ୍ତରେ ଦିଲ୍ଲୀ ସିଏମଙ୍କ ନାଁ ଘୋଷଣା କରିପାରେ କେନ୍ଦ୍ରୀୟ ବିଜେପି। ଆଜି…

ଖୁବଶିଘ୍ର ଲାଗୁ ହେବ ଶିଶୁ ବାଲ ବାଟିକା ୩

ଭୂବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରେ ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ଖୋଲାଯିବ ଶିଶୁ ବାଲ ବାଟିକା ୩ । ସୋମବାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟରେ ଏନେଇ ଘୋଷଣା କରିଥିବା ବେଳେ, ମଙ୍ଗଳବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି…

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଲିଗଲା ୨ ଜୀବନ

ଭୂବନେଶ୍ୱର, ୧୯/୦୨ : ଜୟପୁର ବୋରିଗୁମ୍ମା ବୋଦାଗୁଡା ରାସ୍ତାମଝିରେ ଘଟିଛି ଦୁର୍ଘଟଣା । ଟ୍ରକରେ ବାଇକ ପିଟିହୋଇ ବାଇକ ଆରୋହୀଙ୍କ ସମେତ ୨ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ହୋଇଛନ୍ତି । ମୃତ ଦୁଇ ଯୁବକ ବୋରିଗୁମ୍ମା ବୋଦାଗୁଡା ଅଞ୍ଚଳର…

ନିଜ ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ

ଭୂବନେଶ୍ୱର, ୧୮/୦୨ : ଆଇଏଏସ ପଦରୁ ଇସ୍ତଫା ଦେଇଛନ୍ତି ବିଷ୍ଣୁପଦ ସେଠୀ । ମୁଖ୍ୟ ଶାସନ ସଚିବଙ୍କୁ ପଠାଇଛନ୍ତି ନିଜର ଇସ୍ତଫା । ନିଜର ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ୧୯୯୫ ବ୍ୟାଚର ଜଣେ ପ୍ରଶାସନିକ ଅଧିକାରୀ ଭାବେ ନିରନ୍ତର ଓ…

ଆଜି ବନକଲାଗି ନୀତି : ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଭୂବନେଶ୍ୱର, ୧୯/୦୨ : ଆଜି ଫାଲଗୁନ କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀ ମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ନୀତି କରାଯିବ । ସେଥିପାଇଁ ୫ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ…

ଅନ୍ଧବିଶ୍ବାସକୁ ଦୂର କଲେ ରାଜ୍ୟ ସରକାର : ଏଣିକି ବସ୍‌ରେ ପ୍ରଥମେ ଚଢ଼ିବେ ମହିଳା ଯାତ୍ରୀ

ଭୂବନେଶ୍ୱର, ୧୯/୦୨ : ବସ ଯାତ୍ରା ଆରମ୍ଭ ବେଳେ ଯଦି ପ୍ରଥମ ଯାତ୍ରୀ ଭାବେ ଜଣେ ମହିଳା ଉଠନ୍ତି, ତେବେ ମା’ କାଳୀ କୋପ କରିବେ । ଗାଡିର ଚକା ଫାଟିବ, ଦୁର୍ଘଟଣା ହେବ । ଏପରିକି ଯଦି ଜଣେ ଋତୁସ୍ରାବ…

୪ର୍ଥ ନାସିର୍ ଅହମ୍ମଦ ଅଲ୍ଲି ମେମୋରିଆଲ୍ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ

୪ର୍ଥ ନାସିର୍ ଅହମ୍ମଦ ଅଲ୍ଲି ମେମୋରିଆଲ୍ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ ଢେଙ୍କାନାଳ, ୧୮।୨: ସ୍ଥାନୀୟ ଗୁଣ୍ଡିଚାପଡାସ୍ଥିତ ରତ୍ନପ୍ରଭା ଦେବୀ ଷ୍ଟାଡିୟମ୍ ଠାରେ ଶାରଳା କ୍ଲବ୍ ଆନୁକୂଲ୍ୟରେ ୪ର୍ଥ ନାସିର୍ ଅହମ୍ମଦ ଅଲ୍ଲି ମେମୋରିଆଲ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ ହୋଇଯାଇଛି । ଗୁଣ୍ଡିଚାପଡା…

ସ୍ୱର୍ଗବ୍ରହ୍ମପୁର ଗ୍ରାମବାସୀ ପାଳିଲେ ହନୁମାଙ୍କଡ଼ ( ମନୁଆଁ) ର ଚଉଦ ବର୍ଷ ପୂର୍ତ୍ତୀ

( ସ୍ୱର୍ଗବ୍ରହ୍ମପୁର ଗ୍ରାମବାସୀ ପାଳିଲେ ହନୁମାଙ୍କଡ଼ ( ମନୁଆଁ) ର ଚଉଦ ବର୍ଷ ପୂର୍ତ୍ତୀ ଜଗତସିଂହପୁର ତା 18/2/25ଜଗତସିଂହପୁର ଜ଼ିଲ୍ଲା ରଘୁନାଥପୁର ବ୍ଲକ ସ୍ୱର୍ଗବ୍ରହ୍ମପୁର ଗ୍ରାମ ପଞ୍ଚାୟତ ବାସୀ ଙ୍କ ଆନନ୍ଦ କହିଲେ ନସରେ | ମନୁଆଁ ନାମକ ଏକ ହନୁମାଙ୍କଡ଼…

ଫେବୃଆରୀ ୨୦ ରୁ କଟକ ଇଣ୍ଡୋର୍ ଷ୍ଟାଡିୟମ୍ ରେ ହେବ କବାଡି ମହାକୁଂଭ,ଯୋଗଦେବେ ୩୦ ଟି ରାଜ୍ୟ ର ପ୍ରତିଭାବାନ ଖେଳାଳି

ଫେବୃଆରୀ ୨୦ ରୁ କଟକ ଇଣ୍ଡୋର୍ ଷ୍ଟାଡିୟମ୍ ରେ ହେବ କବାଡି ମହାକୁଂଭ,ଯୋଗଦେବେ ୩୦ ଟି ରାଜ୍ୟ ର ପ୍ରତିଭାବାନ ଖେଳାଳି।।ଓଡ଼ିଶା କବାଡି ସଂଘ ତଥା ଓଡ଼ିଶା ସରକାର ଙ୍କ କ୍ରୀଡା ବିଭାଗ ସହଯୋଗରେ ଚଳିତ ମାସ ଫେବୃଆରୀ ୨୦ ରୁ…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କଳାହାଣ୍ଡି ଜିଲାରୁ ୧୯୨ଜଣ ତୀର୍ଥ ଯାତ୍ରୀ ରାୟଗଡା କୋଲକାତା କାମାକ୍ଷୀ ଅଭିମୁଖେ ଯାତ୍ରା

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କଳାହାଣ୍ଡି ଜିଲାରୁ ୧୯୨ଜଣ ତୀର୍ଥ ଯାତ୍ରୀ ରାୟଗଡା କୋଲକାତା କାମାକ୍ଷୀ ଅଭିମୁଖେ ଯାତ୍ରା ।ଭବାନୀପାଟଣା : – ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି କଳାହାଣ୍ଡି ଜିଲାରୁ ୫ ଗୋଟି ସ୍ୱତନ୍ତ୍ର ବସ…

You missed