Month: March 2025

ଭାରତ ଆସିବେ ପୁଟିନ; ମୋଦି କରିଥିଲେ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ଗସ୍ତ ନିମନ୍ତ୍ରଣକୁ ଗ୍ରହଣ କରି ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏନେଇ ଋଷ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଗୁରୁବାର ସୂଚନା ଦେଇଛନ୍ତି। ତେବେ ଋଷିଆ ଅନ୍ତର୍ଜାତୀୟ ବ୍ୟାପାର ପରିଷଦ (ଆରଆଇଏସି)…

ବଜ୍ରପାତ ରୋକିବାକୁ ପ୍ରୟାସ; ୧୯ ଲକ୍ଷ ତାଳଗଛ ରୋପଣ

ଭୂବନେଶ୍ଵର: ବର୍ତ୍ତମାନ ସମୟରେ ବ୍ରଜପାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସାରା ଦେଶ ଭିତରେ ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ । ଗତ ୫ ବର୍ଷରେ ରାଜ୍ୟରେ ବଜ୍ରପାତରେ ଯାଇଛି ୧୪୧୮ ଜୀବନ ।…

ଲୋୟର ପିଏମଜିରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ : ତାରା, ଭକ୍ତ ଓ ମୋକିମଙ୍କୁ ଉଠାଇ ନେଲା ପୋଲିସ

ଭୂବନେଶ୍ୱର, ୨୭/୦୩ : ଲୋୟର ପିଏମଜିରେ ଅଣାୟତ୍ତ ହୋଇଛି ସ୍ଥିତି । ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଲୋୟର ପିଏମଜିରୁ ପିସିସି ସଭାପତି ଭକ୍ତ ଦାସ, ବିଧାୟକ ତାରାବାହିନୀ ପତି ଏବଂ ମହମ୍ମଦ ମୋକିମଙ୍କୁ ଉଠାଇ ନେଇଛି…

ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଏକାଦଶାହରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

ତାଳଚେର ପି ଏମ ଆଇ ଟି ଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଏକାଦଶାହରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ, ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ…

ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍‌ରୁ ଖର୍ଚ୍ଚ ହେବ ବୋଲି…

ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର: ୧୨ ପୋଲିସ ଆହତ

ଗୁରୁବାର ଲୋୟର ପିଏମ୍‌ଜି ପାଲଟିଥିଲା ରଣକ୍ଷେତ୍ର। କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ବିକ୍ଷୋଭକାରୀମାନେ ପୋଲିସ କର୍ମଚାରୀଙ୍କ ଉପରକୁ ଢେଲାପଥର ଏବଂ ଚେୟାର ଫିଙ୍ଗିଥିଲେ। ସ୍ଥିତି ନିୟନ୍ତ୍ରଣ ବେଳେ ଏଥିରେ ୧୨ ପୋଲିସ ଆହତ…

କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସାତଟି କଲ୍ୟାଣକାରୀ ସୁବିଧା; ଚାଲନ୍ତୁ ଜାଣିବା

ଓଡ଼ିଶା ସରକାର ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସାତଟି କଲ୍ୟାଣକାରୀ ସୁବିଧା ପ୍ରଦାନ କରିଛନ୍ତି । ଯେଉଁଥିରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଅନ୍ତର୍ଭୁକ୍ତ, ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ…

ଧନେଶ୍ଵର ବେହେରାଙ୍କ ଏକାଦଶାହରେ ସ୍କୁତିଚାରଣ ସଭା ଅନୁଷ୍ଠିତ

ଧନେଶ୍ଵର ବେହେରାଙ୍କ ଏକାଦଶାହରେ ସ୍କୁତିଚାରଣ ସଭା ଅନୁଷ୍ଠିତ ଯାଜପୁର ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ପଞ୍ଚାୟତର ଦୃର୍ଗା ଛକ ସ୍ଥିତ ଧନେଶ୍ଵର ବେହେରାଙ୍କ ଏକାଦଶାହ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସିଂହପୁରର ବରିଷ୍ଠ ନାଗରିକ ମଞର…

ପୋତାହେଲା ବାଉଁଶ, ବନ୍ଧା ହେଇ ପାରିଲାନି ଟେଣ୍ଟ, ରଦ୍ଦ ହେଲା ଜନଶୁଣାଣୀ

ପୋତାହେଲା ବାଉଁଶ, ବନ୍ଧା ହେଇ ପାରିଲାନି ଟେଣ୍ଟ, ରଦ୍ଦ ହେଲା ଜନଶୁଣାଣୀ ଜନଶୁଣାଣୀ ପାଇଁ ଦିନ ଧାର୍ଯ୍ୟ ହେଲା ପୋତା ହେଲା ବାଉଁଶ ବନ୍ଧା ହେଇପାରିଲାନି ଟେଣ୍ଟ ରଦ୍ଦ ହେଲା ଜନଶୁଣାଣୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର…

ବନ୍ଧ ପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବିଂଶତମ ବାର୍ଷିକୋତ୍ସବ

ବନ୍ଧ ପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବିଂଶତମ ବାର୍ଷିକୋତ୍ସବ ବରଗଡ:୨୭/୩(ପବିତ୍ର ମେହେର ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲାଦର ପାଲି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ , ବନ୍ଧପଡ଼ା ରେ ପ୍ରଧାନ ଶିକ୍ଷକ ଡାକ୍ତର ବିଶି ଙ୍କ…

You missed